ବଜାରକୁ ଆସିଲା ସ୍ୱାଦିଷ୍ଟ କୁଲହଡ୍ ମୋମୋ, ଭିଡ଼ିଓ ହେଉଛି ଖୁବ ଭାଇରାଲ
ଆମ ଦେଶରେ ଖାଇବାକୁ ଅଧିକ ଲୋକ ପସନ୍ଦ କରିଥାନ୍ତି। ଆଉ ଖାଦ୍ୟ ଯଦି ଟେଷ୍ଟି ହୋଇଥାଏ ତେବେ ମିଳିଥାଏ ସ୍ୱର୍ଗ ସୁଖ। ଏଠାରେ ଲୋକ ଖାଇବାକୁ ଯେତିକ ପସନ୍ଦ କରନ୍ତି। ସେପରି ଖାଦ୍ୟକୁ ନେଇ ବିଭିନ୍ନ ପ୍ରକାର ଟ୍ରାୟ ମଧ୍ୟ କରିଥାନ୍ତି। ପୂର୍ବେ ଯେଉଁ ଖାଦ୍ୟର ନାମ ଆମେ ଶୁଣିନଥିଲେ ।ଏବେ ତାହାକୁ…