Browsing Tag

kumar biswas

ନିଜ Fortuner ଗାଡି ଚୋରିକୁ ନେଇ ଏମିତି ପ୍ରତିକ୍ରିୟା ରଖିଲେ ପୂର୍ବତନ ଆପ ନେତା କୁମାର ବିଶ୍ୱାସ

'ଆମ ଆଦମୀ' ପାର୍ଟିର ପୂର୍ବ ନେତା ତଥା ଜଣାଶୁଣା କବି ଡ଼. କୁମାର ବିଶ୍ୱାସ ନିଜ ଏସ୍ୟୁବି ଟୋୟୋଟା ଫରଚ୍ୟୁନର ଗାଡିଟି ଗତ କାଲି ରାତିରେ ଚୋରି ହୋଇଯାଇଛି । ଗତ ୧୫ ତାରିଖ ରାତିରେ ବାସଭବନ ପରିସରରେ ଛିଡା ହୋଇଥିବା ଏସ୍ୟୁଭି ଗାଡି ଟିକୁ କିଛି ଦୁର୍ବୁତ୍ତ ଉଠେଇ ନେଇଛନ୍ତି । କାର ଚୋରିର ପୂରା…