Browsing Tag

Lady Blackmaile

ଆଉ ଜଣେ ଲେଡି ବ୍ଲାକମେଲର: ଅର୍ଚ୍ଚନା ନାଗଙ୍କ ପରେ ପ୍ରୀତି ଦେଶାଇ, ଭୁବନେଶ୍ୱରରୁ ବାନ୍ଧିଲା ରାଜସ୍ଥାନ ପୋଲିସ୍

ଭୁବନେଶ୍ୱର(କେନ୍ୟୁଜ୍): ଆଉ ଜଣେ ଲେଡି ବ୍ଲାକମେଲର । ଅର୍ଚ୍ଚନା ନାଗଙ୍କ ପରେ ପ୍ରୀତି ଦେଶାଇ । ଭୁବନେଶ୍ୱରରୁ ପ୍ରୀତିଙ୍କୁ ବାନ୍ଧିଲା ରାଜସ୍ଥାନ ପୋଲିସ । ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ନିଜ ପ୍ରେମ ଜାଲରେ ଫସାଉଥିଲେ । ଲକ୍ଷାଧିକ ଟଙ୍କା ହଡ଼ପ କରି ମାରୁଥିଲେ ଚମ୍ପଟ । ପ୍ରୀତି ଦେଶାଇଙ୍କ ଘର…

ଖୋଲୁଛି ଲେଡି ବ୍ଲାକମେଲରଙ୍କ ଗୁମର ପେଡ଼ି: ପୋଲିସ ହାତରେ ଲାଗିଛି ଅର୍ଚ୍ଚନାଙ୍କ ଡାଏରୀ, ଲିଙ୍କରେ ବହୁ ବଡ଼ବଡ଼ିଆ ଥିବା…

ଭୁବନେଶ୍ୱର (କେନ୍ୟୁଜ): ଖୋଲୁଛି ଲେଡି ବ୍ଲାକମେଲର୍‌ ଅର୍ଚ୍ଚନା ନାଗ ଗୁମର ପେଡ଼ି । ପୋଲିସ ଚୁପ୍‌ ରହିଥିବା ବେଳେ ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ । ତଦନ୍ତ ଯେତିକି ଆଗଉଛି, ଅର୍ଚ୍ଚନାଙ୍କ ହାଇପ୍ରୋଫାଇଲ୍‌ ଲିଙ୍କ୍‌ ସେମିତି ଖୋଲୁଛି । ପୋଲିସ ହାତରେ ଲାଗିଛି ଅର୍ଚ୍ଚନାଙ୍କ ଡାଏରୀ ।…