ଇନ୍ଷ୍ଟାଗ୍ରାମ୍ରେ ସେକ୍ସି ଫଟୋ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଚାକିରି ହରାଇଲେ ମହିଳା ଅଗ୍ନିଶମ କର୍ମଚାରୀ
ଆଜିକାଲି ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା ଏକ ଟ୍ରେଣ୍ଡ୍ରେ ପରିଣତ ହୋଇଛି। ଲୋକମାନେ ନିଜ ଫ୍ୟାନ୍ ଫଲୋୟର୍ସ ବଢ଼ାଇବା ପାଇଁ ସୋସିଆଲ ନେଟ୍ଵଓ୍ଵାର୍କିଂ ସାଇଟ୍ରେ ପ୍ରତିଦିନ ଫଟୋ ଓ ଭିଡିଓ ସେୟାର କରୁଛନ୍ତି। ମାତ୍ର ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଛି।…