Below header
Browsing Tag

LAMPS MD under vigilance scanner

କୁକୁଡ଼ା ଲ୍ୟାମ୍ସ ପରିଚାଳନା ନିର୍ଦ୍ଦେଶକଙ୍କ ୧ କୋଟି ୪୧ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ

ସୁନ୍ଦରଗଡ଼(କେନ୍ୟୁଜ) : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ୍ କୁକୁଡା ସମବାୟ ସମିତି (ଲ୍ଯାମ୍ସ) ପରିଚାଳନା ନିର୍ଦ୍ଦେଶକ ପରୀକ୍ଷିତ ସାହୁଙ୍କ ଘରେ ହୋଇଛି ଭିଜିଲାନ୍ସ ଚଢାଉ। ଚଢ଼ାଉ ବେଳେ କୁକୁଡ଼ା ଲ୍ୟାମ୍ସ ପରିଚାଳନା ନିର୍ଦ୍ଦେଶକଙ୍କ ୧ କୋଟି ୪୧ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି ।…