Below header
Browsing Tag

land in moon

ଇତିହାସ ରଚିଲା ଜାପାନ, ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିବା ୫ମ ଦେଶ

ଜାପାନ ଚନ୍ଦ୍ରରେ ଅନ୍ତରୀକ୍ଷ ଯାନ ‘ମୁନ ସ୍ନାଇପର’ର ସଫଳ ଲ୍ୟାଣ୍ଡିଂ କରି ଇତିହାସ ରଚିଛି । ବିଶ୍ବର ପଞ୍ଚମ ଦେଶ ଭାବେ ଚନ୍ଦ୍ରପୃଷ୍ଠରେ ପହଞ୍ଚି ଇତିହାସ ରଚିଛି ଜାପାନ । ଭାରତ, ଆମେରିକା, ରୁଷ, ଚୀନ ପରେ ଜାପାନ ଏବେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଛି । ତେବେ ସ୍ପେସକ୍ରାଫ୍ଟର ସୋଲାର ପାନେଲ…

ଚନ୍ଦ୍ରର ପାଖାପାଖି ହେଲା ‘ଚନ୍ଦ୍ରଯାନ-୩’, ମିଶନ ମୁନ୍‌ ପାଇଁ ବଡ଼ ଦିନ ହେବ ଅଗଷ୍ଟ ୧୬

ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ISRO)ର ମିଶନ ‘ଚନ୍ଦ୍ରଯାନ-୩’ ଚନ୍ଦ୍ରର ଆହୁରି ନିକଟରେ ପହଞ୍ଚିଯାଇଛି। ଉତ୍‌କ୍ଷେପଣର ଏକ ମାସ ପରେ ସୋମବାର ଚନ୍ଦ୍ରଯାନ-୩ ଚନ୍ଦ୍ରର ଚତୁର୍ଥ କକ୍ଷପଥରେ ପ୍ରବେଶ କରି ୧୫୦ କିଲୋମିଟର x ୧୭୭ କିଲୋମିଟର କକ୍ଷରେ ଘୂରି ବୁଲୁଛି। ISRO ଟ୍ୱିଟର (X)ରେ ମଧ୍ୟ…

ଆସିଲା ଚନ୍ଦ୍ରର ପ୍ରଥମ ଫଟୋ, ଲୁନାର ଅରବିଟରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନ -୩ର ସଫଳତା

ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ବା ISRO ଚନ୍ଦ୍ରର ପ୍ରଥମ ଫଟୋ ସେୟାର କରିଛି । ମାନବ ବିହୀନ ଚନ୍ଦ୍ର ମିଶନରେ ଯାଇଥିବା ଚନ୍ଦ୍ରଯାନ ୩ ଦ୍ୱାରା ଏହି ଫଟୋ ନିଆଯାଇଛି । ଶନିବାର ଲୁନାର ଅରବିଟରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନ -୩ ଦ୍ୱାରା ଚନ୍ଦ୍ରର ପୃଷ୍ଠ ଭାଗକୁ କ୍ୟାପଚର କରାଯାଇଥିଲା ।…

ଦୀର୍ଘ ୫୦ବର୍ଷ ପରେ ବି ଚନ୍ଦ୍ରରେ ରହିଛି ଆଷ୍ଟ୍ରୋନଟଙ୍କ ପାଦ ଚିହ୍ନ, ଆଶ୍ଚର୍ଯ୍ୟ ହେଲେ ବୈଜ୍ଞାନିକ…ଜାଣନ୍ତୁ କାରଣ କଣ

ବର୍ତ୍ତମାନ ସମୟରେ ଯଦି କିଛି ନୂଆ ଘଟୁଛି ତେବେ ତାହା ସଂଗେ ସଂଗେ ଭାଇରାଲ ହେଉଚି । କୋଟି କୋଟି ଲୋକଙ୍କ ପାଖରେ ସେ ଖବର ଟଯାଇ ପହଞ୍ଚିଯାଉଛି । ଏମିତିରେ ଆପଣ ତ ଜାଣନ୍ତି ଲୋକଙ୍କର ବେଶୀ ଇଣ୍ଟ୍ରେଷ୍ଟ ହୁଏତ ସାଇନ୍ସ ନାହିଁ ତ ଏଣ୍ଟରଟେନମେଣ୍ଟକୁ ନେଇ । ଏହାରି ଭିତରେ ଖବର ଆସିଛି କି ବିଜ୍ଞାନ…

ଝିଅର ମହାକାଶ ପ୍ରତି ଆନ୍ତରିକ ପ୍ରେମ ଦେଖି ଜହ୍ନରେ ଜାଗା କିଣିଲେ ବାପା-ମା, ଆଉ ଜନ୍ମଦିନରେ ଦେଲେ ଉପହାର

ଖୋର୍ଦ୍ଧା(କେନ୍ଯୁଜ୍): ପୁଣି ଥରେ ଚର୍ଚ୍ଚାରେ ବିସ୍ମୟ ବାଳିକା ସୋହିନୀ। ତାଙ୍କର ମହାକାଶ ପ୍ରତି ଆନ୍ତରିକ ପ୍ରେମ ଦେଖି ତାଙ୍କ ୪ର୍ଥ ଜନ୍ମଦିନରେ ତାଙ୍କର ବାପା ମା ତାଙ୍କ ପାଇଁ କିଣି ଦେଇଛନ୍ତି ଚନ୍ଦ୍ର ପୃଷ୍ଠର ଜାଗା | ସେ ହେଉଛନ୍ତି ଓଡ଼ିଶାର ପ୍ରଥମ କୁନି ଝିଅ ଯିଏ ଜହ୍ନରେ ନିଜ ଜାଗାର…