Browsing Tag

largest white fungus infection

ମହିଳାଙ୍କ ମୁଣ୍ଡରୁ ବାହାରିଲା “ଦୁନିଆର ସବୁଠୁ ବଡ଼ ହ୍ଵାଇଟ୍ ଫଙ୍ଗସ”, ଡାକ୍ତର ବି ଆଶ୍ଚର୍ଯ୍ୟ

କରୋନାର ଦ୍ଵିତୀୟ ଲହର ଯୋଗୁ ଲୋକେ ଚିନ୍ତିତ ଥିବା ବେଳେ ବ୍ଲାକ ଫଙ୍ଗସ ଓ ହ୍ଵାଇଟ ଫଙ୍ଗସ ଆହୁରି ଚିନ୍ତା ବଢ଼ାଇଛି। ଉଭୟ ରୋଗ ଜୀବନ ଘାତକ ସାବ୍ୟସ୍ତ ହୋଇଛନ୍ତି। ଅନ୍ୟପଟେ ଇନ୍ଦୋରରେ ଜଣେ ମହିଳାଙ୍କ ମୁଣ୍ଡରୁ ଦୁନିଆର ସବୁଠୁ ବଡ଼ ହ୍ଵାଇଟ ଫଙ୍ଗସ ଇନଫେକ୍ସନ ମିଳିଛି, ଯାହାକୁ ଦେଖି ଡାକ୍ତର ବି…