Below header
Browsing Tag

Lava Agni 5G

Lava ଲଞ୍ଚ୍‌ କରିବାକୁ ଯାଉଛି ଭାରତର ପ୍ରଥମ ୫ଜି ସ୍ମାର୍ଟଫୋନ୍‌, ୨୦ ହଜାରରୁ କମ୍‌ ରହିବ ଦାମ୍‌

ଭାରତୀୟ ବଜାରରେ ପ୍ରତିଦିନ ନୂଆ ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ୍‌ ହେଉଥିଲେ ମଧ୍ୟ ଏହି ତାଲିକାରେ ଦେଶୀୟ ବା ଘରୋଇ କମ୍ପାନୀର ନାଁ ନଥିଲା। ଗତ ୬ ମାସ ମଧ୍ୟରେ ଭାରତରେ ଅଧିକାଂଶ ଫୋନ୍‌ ୫ଜି ନେଟ୍‌ଓ୍ଵାର୍କ ସହ ଲଞ୍ଚ୍‌ ହୋଇଛି, କିନ୍ତୁ ଏଥିରେ ଗୋଟିଏ ବି ଘରୋଇ ଫୋନ୍‌ ନାହିଁ। ତେବେ ବର୍ତ୍ତମାନ ଖବର…