Browsing Tag

laxmi maa

ଶାସ୍ତ୍ର ଅନୁସାରେ ଯାହା ପାଖରେ ଥାଏ ଏହି ବଦଭ୍ଯାସ, ତାଙ୍କ ଘର ଛାଡି ଚାଲିଯାଇଥାନ୍ତି ମା’ ଲକ୍ଷ୍ମୀ

ଏହି ସଂସାରରେ ସବୁ ମଣିଷଙ୍କୁ ଧନର ଆବଶ୍ଯକତା ରହିଥାଏ । ଏମିତି କେହି ବି ମଣିଷ ନାହିଁ ଯାହାକୁ ଧନର ଆବଶ୍ଯକତା ନଥାଏ । କାହିଁକି ନା ପାଖରେ ଧନ ଥିଲେ ମଣିଷ ତାର ସବୁ ଇଚ୍ଛା ଓ ଆବଶ୍ଯକତାକୁ ପୂରଣ କରିପାରେ । ମଣିଷ ନିଜ ଜୀବନରେ ଧନ ଅର୍ଜନ କରିବା ପାଇଁ ବହୁତ ପରିଶ୍ରମ କରିଥାଏ ଏବଂ ମା…