Browsing Tag

learning licence

ଆଜିଠୁ ଅକ୍ଟୋବର ୪ ତାରିଖ ଯାଏଁ ଭୁବନେଶ୍ୱରର ଦୁଇଟି ସ୍ଥାନରେ ଲର୍ଣ୍ଣସ୍‌ ପ୍ରଦାନର ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଏଣିକି ଲର୍ଣ୍ଣରସ୍‌ ମିଳିବା ହେବ ସହଜ । ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରୁଥିବା ବ୍ୟକ୍ତି, ବାରମ୍ବାର ଆରଟିଓ ଅଫିସ୍‌କୁ ଦୈଡିବାକୁ ପଡ଼ିବନି । ସାଧାରଣ ଲୋକଙ୍କ ସୁବିଧା ପାଇଁ ଆଜିଠୁ ଅକ୍ଟୋବର ୪ ତାରିଖ ଯାଏଁ ଭୁବନେଶ୍ୱରର ଦୁଇଟି ସ୍ଥାନରେ ଲର୍ଣ୍ଣସ୍‌ ପ୍ରଦାନ ପାଇଁ…