Lemon Water: ଲେମ୍ବୁ ରସରେ ରହିଛି ଅନେକ ଉପକାରୀ ଗୁଣ, ଦିଏ ଏହି ୫ଟି ଲାଭ
ସୁସ୍ଥ ଶରୀର ପାଇଁ କିଏ ବା ନଚାହେଁ । କାହିଁକିନା ସ୍ବାସ୍ଥ୍ୟକୁ ସମ୍ପଦ ବୋଲି କୁହାଯାଏ । ଶରୀର ସୁସ୍ଥ ରହିଲେ ମନ ମଧ୍ୟ ଫୁର୍ତ୍ତି ରହିଥାଏ । ସୁସ୍ଥ ରହିବା ପାଇଁ ଅଧିକାଂଶ ଲୋକେ ଜିମ୍ ଯାଇ ଫିଟ୍ ରହିବାକୁ ଚେଷ୍ଟା କରୁଛନ୍ତି ତ ଆଉ କେହି ଖାଇବାକୁ ନେଇ ସଚେତନ ରହୁଛନ୍ତି । ଆଜି ଆମେ ଲେମ୍ବୁ…