Below header
Browsing Tag

leopard

କ୍ରୁରତାରେ ଶେଷ ସୀମା, ପ୍ରଥମେ ମାରିଲେ ଆଉ ତା’ପରେ କାଟିନେଲେ ମୁଣ୍ଡ ଏବଂ ପଞ୍ଝା

ମଣିଷ ସବୁବେଳେ ବର୍ବରତା ଏବଂ କ୍ରୁରତାରେ ଏତେ ତଳକୁ ଖସିଗଲାଣି ଯେ, କେତେବେଳେ କ’ଣ କରୁଛି, ତାହା ଜାଣିପାରୁନାହିଁ। ଦୁଷ୍କର୍ମ, ହତ୍ୟା ଠାରୁ ଆରମ୍ଭ କରି ପଶୁମାନଙ୍କ ପ୍ରତି ଅମାନବିକତା ଦେଖାଇବା ଶେଷ ସୀମାରେ ପହଞ୍ଚିଛି। ଏହାର ଜ୍ୱଳନ୍ତ ଉଦାହରଣ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି। ଆପଣ ଏହି…

ଚିତାବାଘ ଓ ହରିଣଛୁଆ ମଧ୍ୟରେ ଘଟିଥିବା ଏହି ଘଟଣା ଆପଣଙ୍କୁ ବି କରିଦେବ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଦକ୍ଷିଣ ଆଫ୍ରିକାର କୄଗର ନ୍ୟାସନାଲ ପାର୍କରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାହାକି ଲୋକମାନଙ୍କୁ ନିଜଆଡ଼କୁ ଆକର୍ଷିତ କରୁଛି । ଏହି ଭିଡିଓରେ ଏକ ଛୋଟ ହରିଣ ଛୁଆ ଚିତାବାଘଠୁ ବଞ୍ଚିବା ପାଇଁ ତାକୁ ବାରମ୍ବାର ସିଂଘ ମାରୁଥିବା ଦେଖିବାକୁ ମିଳିଛି।ଆଣ୍ଡ୍ରି ଫୋରୀ ନାମକ ଜଣେ ବ୍ୟକ୍ତି ଏହାକୁ…

ନୂଆପଡା: ଆତଙ୍କ ଖେଳାଇଛି କଲରାପତରିଆ ବାଘ, ଗୁହାଳରେ ପଶି ଛେଳି ଏବଂ ଗାଈଙ୍କୁ କରୁଛି ଆକ୍ରମଣ

ନୂଆପଡ଼(କେନ୍ୟୁଜ୍):   ଆତଙ୍କ ଖେଳାଇଛି କଲରାପତରିଆ ବାଘ । ଗୁହାଳରେ ପଶି ଛେଳି ଏବଂ ଗାଈଙ୍କୁ କରୁଛି ଆକ୍ରମଣ । କିଛି ଦିନ ହେବ ନୂଆପଡା ଜିଲ୍ଲାର ଜଙ୍ଗଲ ତଳିଆ ଅଞ୍ଚଳର ଥିବା ଗାଁ ଗୁଡିକରେ ଏକ କଲରାପତରିଆ ବାଘ ଆତଙ୍କ ଖେଳାଉଛି। ସଂଧ୍ୟା ହେଲେ ବାଘ ଭୟରେ ତାଟି କବାଟ ବନ୍ଦ କରି ରହୁଛନ୍ତି ଗାଁ…

ହତିୟାର ନୁହେଁ ହାତରେ କଲେ ଆକ୍ରମଣ, ଚିତାର ମୁହଁରେ ହାତ ପଶାଇ ନିଜ ଶିଶୁକୁ ବଂଚାଇ ଆଣିଲେ ଏହି ମା‘

ମା ‘ . . . ଏହା କେବଳ ଏକ ଡାକ ନୁହେଁ । ଏଥିରେ ସୀମିତ ସାରା ବିଶ୍ବ । ତ୍ୟାଗ ଏବଂ ତପସ୍ୟାର ପ୍ରତୀକ ମା‘ । ଯିଏ ନିଜେ ଜଳି ସନ୍ତାନଙ୍କୁ ଦେଖାଏ ଆଲୋକ । ଆଉ ମା’ଠୁ ଅଧିକ ସାହସୀ ଏହି ଦୁନିଆରେ କେହି ନାହିଁ । ଏହି ଉକ୍ତିକୁ ସିଦ୍ଧ କରି ଦେଖାଇଛନ୍ତି ପୁଣେର ଜଣେ ମହିଳା । ଯିଏ ନିଜ ଜୀବନକୁ…

ସାପ ସନ୍ଦେହରେ ଅଳିଆ ଗଦାରେ ଲଗାଇ ଦେଲେ ନିଆଁ, ଜିଅନ୍ତା ଜାଳିଗଲେ ବାଘ ଛୁଆ

ମହାରାଷ୍ଟ୍ର: ପୁନେ ଅନ୍ତର୍ଗତ ଜୁନାର ତହସିଲି ଅଧୀନ ଅବସାରି ଗାଁର ଏକ ଆଖୁ କିଆରୀର ଅଳିଆ ଗଦାରେ ସାପ ଲୁଚିଥିବାର ସନ୍ଦେହ କରି ନିଆଁ ଲଗାଇ ଦେଲେ ଜଣେ ଚାଷୀ । ଆଉ ଏହି ନିଆଁରେ ଜଳିଗଲେ ଅଳିଆ ଗଦାରେ ଥିବା ୫ଟି ବାଘ ଛୁଆ । ସମ୍ପୂର୍ଣ୍ଣ ଭାବେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ବନ ଅଧିକାର ଜୟରାମ…

ଠାବ ହୋଇଛି କଲରାପତରିଆ ବାଘର ମୃତଦେହ

ଟିଟିଲାଗଡ଼ (କେନ୍ୟୁଜ୍) : ଟିଟିଲାଗଡ଼ ବଡମାଳ ଗୋଳାବାରୁଦ କାରଖାନା ରାସ୍ତାରୁ ବାଘର ମୃତଦେହ ଠାବ କରାଯାଇଛି। ତେବେ କିପରି ବାଘର ମୃତ୍ୟୁ ହେଲା ସେନେଇ କାରଣ ଜଣାପଡିନାହିଁ। ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଗତ ୧୫ ଦିନ ପୂର୍ବରୁ ଗୋଳାବାରୁଦ କାରଖାନା ପରିସରରେ…