ଠାବ ହୋଇଛି କଲରାପତରିଆ ବାଘର ମୃତଦେହ

ଟିଟିଲାଗଡ଼ (କେନ୍ୟୁଜ୍) : ଟିଟିଲାଗଡ଼ ବଡମାଳ ଗୋଳାବାରୁଦ କାରଖାନା ରାସ୍ତାରୁ ବାଘର ମୃତଦେହ ଠାବ କରାଯାଇଛି। ତେବେ କିପରି ବାଘର ମୃତ୍ୟୁ ହେଲା ସେନେଇ କାରଣ ଜଣାପଡିନାହିଁ। ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଗତ ୧୫ ଦିନ ପୂର୍ବରୁ ଗୋଳାବାରୁଦ କାରଖାନା ପରିସରରେ ୩ଟି ବାଘ ବୁଲୁଥିବା ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.