ବିନା ସାହାନାଇ, ବେଦୀ ଓ ମନ୍ତ୍ରଉଚ୍ଚାରଣରେ ସମ୍ପନ୍ନ ହେଲା ଦୁଇ ସମଲିଙ୍ଗୀଙ୍କ ବାହାଘର, ବରଣ ମାଳ ପିନ୍ଧାଇ ସାତଜନମର…
ମାର୍ଶାଘାଇ(କେନ୍ୟୁଜ୍): ସାତ ଜନମକୁ ସାଥୀ ହେଲେ ଦୁଇ ଯୁବତୀ । ଦୁର୍ଗାଦେବୀଙ୍କୁ ସାକ୍ଷୀ ରଖି ପରସ୍ପର ବେକରେ ଗଳାଇଛନ୍ତି ବରଣମାଳ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକଲା ଭଳି କଥା ହେଉଛି ଏହି ବାହାଘରରେ ନା ଜଳିଥିଲା ହୋମ ନିଆଁ ନା ପଢାଯାଇଥିଲା ମନ୍ତ୍ରପାଠ, ନା ବାଜିଥିଲା ସାହାନାଇ, ନା…