Below header
Browsing Tag

lic policy

ଆପଣଙ୍କ ପାଖରେ ଆଧାର କାର୍ଡ ଥିଲେ ଆପଣଙ୍କୁ ମିଳିପାରେ ୪ ଲକ୍ଷ ଟଙ୍କା! ଜାଣନ୍ତୁ ଏଥିପାଇଁ କଣ କରିବାକୁ ହେବ

ଭାରତୀୟ ଜୀବନ ବୀମା ନିଗମ ନିଜ ଗ୍ରାହକଙ୍କୁ ବହୁତ କମ ପ୍ରିମୟମରେ ସ୍ମଲ ସେଭିଂସ୍ ସ୍କିମସ ଉପଲବ୍ଧ କରାଇଛି। ଏଲଆଇସି ସ୍ତମ୍ଭ ପ୍ଲାନ ଏମିତି ଏକ ପ୍ଲାନ, ଯାହାକୁ ଖାସ କରି ଆଧାରକାର୍ଡଧାରୀ ପୁରୁଷଙ୍କ ପାଇଁ ତିଆରି କରାଯାଇଛି। ଏହି ସ୍କିମର ମ୍ୟାଚୁରୀଟି ଉପରେ ପଲିସିଧାରୀଙ୍କୁ ୪ ଲକ୍ଷ ଟଙ୍କା…

ପ୍ରତିଦିନ ନିବେଶ କରନ୍ତୁ ମାତ୍ର ୨୭ ଟଙ୍କା, ଏହି ସରକାରୀ ସ୍କିମ୍‌ ଆପଣଙ୍କୁ ଦେବ ୧୦.୬୨ ଲକ୍ଷ ଟଙ୍କା

ଜୀବନ ବୀମା ନିଗମ (LIC) ଏକ ନୂଆ ସ୍କିମ୍‌ ଆଣିଛି, ଯାହା ମାଧ୍ୟମରେ ଆପଣ ନିଜର ସବୁ ଆବଶ୍ୟକତା ପୂରଣ କରିପାରିବେ। ଆଉ ଆପଣଙ୍କ ଭବିଷ୍ୟତ ମଧ୍ୟ ସୁରକ୍ଷିତ ରହିପାରିବ। LICର ଏହି ଖାସ୍‌ ପଲିସିର ନାଁ ହେଉଛି ‘New Endowment Plan – 814’। ଏହି ପ୍ଲାନ୍‌ ଅଧୀନରେ ଆପଣ ପ୍ରତିଦିନ ୨୭ ଟଙ୍କା…

LICର ବଡ଼ ଘୋଷଣା, ଏବେ ଲାପ୍ସ ପଲିସିକୁ ମଧ୍ୟ ଚାଲୁ କରିପାରିବେ ଉପଭୋକ୍ତା

ଭାରତୀୟ ଜୀବନ ବୀମା କମ୍ପାନୀ (LIC) ଏବେ ଗ୍ରାହକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। କମ୍ପାନୀ ବର୍ତ୍ତମାନ ପଲିସିଧାରୀଙ୍କୁ ନିଜ ଦୁଇ ବର୍ଷ ତଳର ବନ୍ଦ ହୋଇଯାଇଥିବା ଆକାଉଣ୍ଟକୁ ପୁଣିଥରେ ଖୋଲିବାକୁ ଅନୁମତି ପ୍ରଦାନ କରିଛି। ଏନେଇ କମ୍ପାନୀ ପକ୍ଷରୁ ଟ୍ଵିଟ୍‌ କରାଯାଇ ସୂଚନା ପ୍ରଦାନ କରାଯାଇଛି।…