Browsing Tag

lieutenant governor

ଲଦାଖର ଲେଫଟନାଣ୍ଟ ଗଭର୍ଣ୍ଣର ହେଲେ ରାଧାକୃଷ୍ଣ ମାଥୁର

କେନ୍ୟୁଜ୍ (ବ୍ୟୁରୋ):  ଲଦାଖର ଲେଫଟନାଣ୍ଟ ଗଭର୍ଣ୍ଣର ହେଲେ ରାଧାକୃଷ୍ଣ ମାଥୁର । ଅଗଷ୍ଟ ୫ ତାରିଖରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ହୋଇଛି। ଅକ୍ଟୋବର ୩୧ ତାରିଖରୁ କାର୍ଯ୍ୟକାରୀ ହେବ ଜମ୍ମୁ କଶ୍ମୀର ପୁନର୍ଗଠନ ଆଇନ୍‌।…

ଜାମ୍ମୁ ଓ କାଶ୍ମୀରର ଦାୟିତ୍ୱରେ ଓଡ଼ିଆ, ଲେଫ୍ଟନାଣ୍ଟ ଗଭର୍ଣ୍ଣର ହେଲେ ଗିରୀଶ ଚନ୍ଦ୍ର ମୁର୍ମୁ

ଭୁବନେଶ୍ବର(କେନ୍ୟୁଜ୍):  ପୁଣି ଟପ୍‌ ପୋଷ୍ଟରେ ଆଉ ଜଣେ ଓଡ଼ିଆ। ଜାମ୍ମୁ ଓ କାଶ୍ମୀରର ନୂଆ ଲେଫ୍ଟନାଣ୍ଟ ଗଭର୍ଣ୍ଣର ହେଲେ ଗିରୀଶ ଚନ୍ଦ୍ର ମୁର୍ମୁ। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ ଓ କଶ୍ମୀରର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ହେବାକୁ ଯାଉଛନ୍ତି ଗିରୀଶ ମୁର୍ମୁ । ବର୍ତ୍ତମାନର ଲେଫ୍ଟନାଣ୍ଟ…