Below header
Browsing Tag

lifestyle

ଅର୍ଜୁନ ଫଳର ଉପକାରିତା:ଏହି ଫଳକୁ ପ୍ରତିଦିନ ଖାଆନ୍ତୁ, ଦୂର ହେବ ହାଡ ସହ ଜଡିତ ଅନେକ ସମସ୍ୟା

ଯଦି ଆପଣଙ୍କର ହାଡ଼ ଜନିତ ଅସୁବିଧା ରହିଛି ତେବେ ଏହି ଭିଡ଼ିଓ ଖାସ କରି ଆପଣଙ୍କ ପାଇଁ। କାରଣ ଘରେ ରହି ଫଳ ଖାଇ ଆପଣ ସୁସ୍ଥ ରଖିପାରିବେ ନିଜ ହାଡ଼। ଏହି ଫଳ ହେଉଛି ଅର୍ଜୁନ ଫଳ।ଅର୍ଜୁନ ଫଳର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ, ସାଧାରଣତ ସ୍ୱାଦରେ ପରିବର୍ତ୍ତନ ଆଣିବା ପାଇଁ ଏହା ଖିଆଯାଏ…

ଏହି ୫ ଟି ଖାଦ୍ୟ କେବେ ଏକାଠି କରି ମିଶାଇ ଖାଆନ୍ତୁ ନାହିଁ, ଶରୀର ପାଇଁ ହୋଇପାରେ ବିଷ

ଆୟୁର୍ବେଦରେ ସବୁବେଳେ ଉତ୍ତମ ଖାଦ୍ୟ ଖାଇବାକୁ ଗୁରୁତ୍ୱ ଦିଆଯାଇଥାଏ। ଯେହେତୁ ଆୟୁର୍ବେଦକୁ ଏକ ସୁସ୍ଥ ଜୀବନଶୈଳୀ ଏବଂ ଖାଦ୍ୟପେୟ ପାଇଁ ବିବେଚନା କରାଯାଏ, ଏହା ସବୁବେଳେ ବିଷାକ୍ତ ପଦାର୍ଥରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ ମଧ୍ୟ କହିଥାଏ। ଯାହାକି ମଣିଷ ଜୀବନର ପ୍ରତ୍ୟେକ ଦିନ ଖାଦ୍ୟ ପେୟ…

ହେଙ୍ଗୁ ଓ ଘିଅର ରହିଛି ଭରପୁର ଔଷଧୀୟ ଗୁଣ, ଜାଣନ୍ତୁ ଏହାର ଉପକାରିତା

ଦିନକୁ ଦିନ ବଦଳିବାରେ ଲାଗିଛି ପରିବେଶ। ଯାହାପାଇଁ ମଣିଷ ଶରୀରେ ଅନେକ ପ୍ରକାର ରୋଗ ମଧ୍ୟ ହେଉଛି। ମେଡିକାଲ ଯିବା କିଛି ଲୋକଙ୍କ ପାଇଁ ନୀତି ଦିନିଆ କଥା ହୋଇ ଗଲାଣି। କିନ୍ତୁ ଆପଣ ନିଜ ଘରେ ରଖିଥିବା ଜିନିଷ ଖାଇ ମଧ୍ୟ ଅନେକ ରୋଗ ଦୂର କରି ପାରିବେ। ଯାହା ମଧ୍ୟରେ ଆସୁଛି ହେଂଗୁ ଓ ଘିଅ।…

ରିସର୍ଚ୍ଚ ଅନୁଯାୟୀ ୬୦ ବର୍ଷରୁ କମ୍ ଲୋକଙ୍କୁ ବ୍ରେନ୍ ଷ୍ଟ୍ରୋକ ହେବାର ଅଧିକ ଆଶଙ୍କା, ଏହି ବ୍ଲଡ ଗ୍ରୁପ୍ ଲୋକ ରୁହନ୍ତୁ…

ବର୍ତ୍ତମାନ ଯେଉଁଭଳି ଭାବେ ପାଣିପାଗ ପରିବର୍ତ୍ତନ ହେଉଛି ଓ ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଦେଖାଯାଉଛି ତାହା ସାଜୁଛି ଅନେକ ରୋଗର କାରଣ । ଏମିତିକି ମଣିଷର ନିଜର ଜୀବନ ଶୈଳୀ ଠିକ୍ ନରହିବାରୁ ହିଁ ଅଧିକ ଲୋକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ପୁଣି କୋଭିଡ ଆସିବା ପରେ ଏବେ ବିଭିନ୍ନ ପ୍ରକାର…

ଶରୀରକୁ ସୁସ୍ଥ ରଖେ ବ୍ରାଉନ ରାଇସ୍‌, ପ୍ରତିଦିନ ଖାଆନ୍ତୁ ନିରୋଗୀ ରୁହନ୍ତୁ

ହ୍ୱାଇଟ୍ ରାଇସ୍ ବଦଳରେ ବ୍ରାଉନ୍ ରାଇସ୍ ଖାଇବା ଦ୍ୱାରା କେବଳ ଓଜନ ବୃଦ୍ଧି ହୋଇନଥାଏ । ଏଥିରେ ଅନେକ ଫାଇଦା ମଧ୍ୟ ମିଳିଥାଏ । ସାଧାରଣତଃ ଅନେକ ଲୋକଙ୍କ ମନରେ ଏହା ପ୍ରଶ୍ନ ଉଠିଥାଏ ଯେ ଏହି ବ୍ରାଉନ ରାଇସ କ'ଣ ? ଏବଂ ଏହାକୁ କିପରି ପ୍ରସ୍ତୁତ କରାଯାଏ । ତେବେ ଆସନ୍ତୁ ଜାଣିବା ଏହି ବ୍ରାଉନ…

ଧଳା ଗୋଲମରୀଚ ସେବନ ଦ୍ଵାରା କମିବ ମଧୁମେହ, ଜାଣନ୍ତୁ ଖାଇବାର ଉପାୟ

ଆମେ ପ୍ରତ୍ୟେକ ଦିନ ବ୍ୟବହାର କରୁଥିବା ଜିନିଷ ମଧ୍ୟରୁ ନିଜ ଶରୀର ପାଇଁ ବ୍ୟବହାର କରି ପାରିବା ଧଳା ଗୋଲ ମାରୀଚ। କାରଣ ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ପ୍ରକାର ଉପକାର ଦେଇଥାଏ। ଧଳା ମରୀଚର ଅନେକ ଔଷଧୀୟ ଗୁଣ ରହିଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜ଼ରୁରୀ। ଧଳା ଗୋଲ ମରିଚ ମଧ୍ୟ ମଧୁମେହ…

ବ୍ରେକଫାଷ୍ଟରେ ତିଆରି କରନ୍ତୁ ହେଲଦି ଓ ଟେଷ୍ଟି ଚିଲା, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଜଳଖିଆରେ ପ୍ରାୟ ସମସ୍ତେ ସୁସ୍ଥ ଓ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ଚାହାଁନ୍ତି। ଆମେ ଆପଣଙ୍କୁ ଚିଲା ରେସିପି ବିଷୟରେ କହିବାକୁ ଯାଉଛୁ। ଏହା ଏକ ସରଳ ଏବଂ ସ୍ୱାଦିଷ୍ଟ ଖାଦ୍ୟ, ଯାହା ପିଲାମାନଙ୍କ ପାଇଁ ଓ ବୟସ୍କମାନେ ମଧ୍ୟ ପସନ୍ଦ କରନ୍ତି। ପ୍ରୋଟିନ୍ ଯୁକ୍ତ ମସୁର ଡାଲି ଏବଂ ଅନ୍ୟାନ୍ୟ ଜିନିଷରେ…

ଘରେ ତିଆରି କରନ୍ତୁ ମହାରାଣୀ ଏଲିଜାବେଥଙ୍କ ମନ ପସନ୍ଦ ବିସ୍କୁଟ ଚକଲେଟ କେକ, ଏତେ ସୁଆଦିଆ ସବୁଦିନେ ନିଜ ଲଂଚ ପରେ…

ଚକଲେଟ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ପୁଣି ଚକଲେଟ କେକ ମଧ୍ୟ ସମସ୍ତଙ୍କୁ ପସନ୍ଦ। ଖାସ କରି ଛୋଟ ପିଲାଙ୍କ ପସନ୍ଦ ଏହି କେକ, ଯାହାକୁ ସେମାନେ ସବୁବେଳେ ଖାଇବାକୁ ପସନ୍ଦ କରନ୍ତି କିନ୍ତୁ ସବୁବେଳେ ଏହାକୁ କିଣି ଖୁଆଇବା ଉଚିତ ନୁହେଁ। ତେଣୁ ଆପଣ ଏହାକୁ ଘରେ ତିଆରି କରି ପାରିବେ। ପୁଣି ଏହି…

ଏସିଡିଟି ଓ ଛାତି ଯନ୍ତ୍ରଣା ପାଇଁ ଖାଆନ୍ତୁ ଏହି ଖାଦ୍ୟ, ଦୂରେଇ ରୁହନ୍ତୁ ଏହି ଖାଦ୍ୟରୁ

ବେଳେ ବେଳେ କିଛି କାରଣରୁ ଛାତିରେ ଯନ୍ତ୍ରଣା ଅନୁଭବ ହୁଏ ଓ ହେଭି ଏସିଡ ମଧ୍ୟ ହୋଇଯାଏ। ଯାହା ପାଇଁ କୌଣସି ଖାଦ୍ୟ ଖାଇବା ପାଇଁ ଇଚ୍ଛା ହୁଏନି। ବାରମ୍ବାର ବାନ୍ତି ହେବା ସହିତ ପେଟ ଯନ୍ତ୍ରଣା ମଧ୍ୟ ହୋଇଥାଏ। ଏମିତିକି ଏହା ହୃଦଘାତ, ଛାତି ଯନ୍ତ୍ରଣା, କାଶ କରାଏ। ତେବେ ଏହା ହେଉଛି ଏସିଡ୍…

ରାତିରେ ଶୋଇବା ପୂର୍ବରୁ ଫଳ ଖାଇବା ଦ୍ୱାରା ହୋଇଥାଏ ଏହି ଗମ୍ଭୀର ସମସ୍ୟା, ଜାଣି ନିଅନ୍ତୁ ଓ ସତର୍କ ରୁହନ୍ତୁ

ଫଳ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ, ମିନେରାଲସ ଓ ପୌଷ୍ଟିକ ତତ୍ତ୍ୱ ରହିଥାଏ। ଯାହା ଶରୀରକୁ ସୁସ୍ଥ ତଥା ନିରୋଗ ରଖେ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଫଳକୁ ଠିକ ସମୟରେ ଖାଇବା ଦ୍ୱାରା ଲାଭ ମିଳୁଥିବା ବେଳେ ଅବେଳରେ ଖାଇଲେ ଏହା…

କର୍ଡ ରାଇସ୍ ଓଜନ ଏବଂ ଚିନ୍ତା ହ୍ରାସ କରିବାରେ ଲାଭଦାୟକ, ଜାଣନ୍ତୁ ଏହାର ଚମତ୍କାର ଉପକାରିତା

ଦହି ଭାତ ବା କର୍ଡ ରାଇସ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ ଏହାର ଅନେକ ଲାଭ ରହିଛି ଯାହା ବିଷୟରେ କେହି ହୁଏତ ଜାଣି ନଥିବେ। କିନ୍ତୁ ଏହି ଦହି ସହିତ ଭାତ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଦହି ଏବଂ ଭାତ ଅନେକ ପୁଷ୍ଟିକର ଗୁଣରେ ପରିପୂର୍ଣ୍ଣ। ଦହି ଏବଂ ଭାତକୁ…

ଏପରି ଅଟାରେ ପ୍ରସ୍ତୁତ କରନ୍ତୁ ବାନାନା କେକ୍, ପାଟିକୁ ସୁଆଦିଆ ଓ ଶରୀର ପାଇଁ ଲାଭଦାୟକ

ବର୍ତ୍ତମାନ ଅଧିକାଂଶ ଲୋକ ବାହାର ଜିନିଷ ଖାଇବାକୁ ପସନ୍ଦ କରୁନାହାଁନ୍ତି। କାରଣ କୋଭିଡ୍ ପରେ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ୍ ହୋଇଛନ୍ତି କିଛି ଲୋକ। ଆପଣ ଜାଣିଛନ୍ତି କେକ୍ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ପୁଣି ବାନାନା କେକ୍ ମଧ୍ୟ ଶରୀର ପାଇଁ ଲାଭଦାୟକ। ଯାହାକୁ ପିଲାମାନେ…