Browsing Tag

lifestyle

ଏକୁଟିଆ ରହୁଥିଲେ ହୋଇପାରେ ବଡ଼ କ୍ଷତି,ଜାଣନ୍ତୁ ନଚେତ ପଡିବେ ଅସୁବିଧାରେ

ଆଜିର ଆଧୁନିକ ସମୟରେ ସମ୍ପର୍କ ଧିରେ ଧିରେ ଶେଷ ହେବାକୁ ଯାଉଛି । ଲୋକେ ଏତେ ଆତ୍ମକୈନ୍ଦ୍ରିକ ହୋଇଗଲେଣି ଯେ ନିଜ କାମରୁ ଫୁରୁସତ ନାହିଁ କାହା ସହ ଟିକେ ସମ୍ପର୍କ ଯୋଡିବାକୁ । ସମ୍ପର୍କ ଉପରୁ ଲୋକଙ୍କ ବିଶ୍ୱାସ ତୁଟି ଗଲାଣି । ଖାଲି ସେତିକି ନୁହେଁ ଜୀବନକୁ ସ୍ୱାଧୀନ ଭାବେ ଚଳାଇବାର ଇଚ୍ଛା…

ଓଜନ ହ୍ରାସ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ ବ୍ରୋକୋଲି କଫି, ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ

ଯେତେବେଳେ ଆପଣଙ୍କର ଓଜନବୃଦ୍ଧି ହୁଏ ଶରୀରର ଆକୃତି ଖରାପ ହେବାକୁ ଲାଗେ। ସେତେବେଳେ ସତର୍କ ହେବା ଜରୁରୀ। ମୋଟାପଣ ଏକ ରୋଗ ନୁହେଁ, କିନ୍ତୁ ଏହି କାରଣରୁ ଉଚ୍ଚ କୋଲେଷ୍ଟ୍ରଲ, ହୃଦଘାତ, ଉଚ୍ଚ ରକ୍ତଚାପ, ମଧୁମେହ ଭଳି ଅନ୍ୟ ରୋଗ ହେବାର ଆଶଙ୍କା ବଢିଯାଏ। ଏହାକୁ ଏଡାଇବା ପାଇଁ ସର୍ବୋତ୍ତମ ଉପାୟ…

ଆପଣଙ୍କ ଯକୃତ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଫିସ ଲିଭର୍ ତେଲ, ଜାଣନ୍ତୁ ବ୍ୟବହାର କରିବାର ଉପାୟ

ନିଜ ସ୍ବାସ୍ଥ୍ୟ ପାଇଁ ଶରୀରର ସବୁ ଅଙ୍ଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ପୁଣି ଅଭ୍ୟଅନ୍ତରୀଣ ଅଙ୍ଗର ଧ୍ୟାନ ନେବା ମଧ୍ୟ ନିହାତି ଆବଶ୍ୟକ। ତେବେ ଆଜି ଆମେ ଆପଣଙ୍କୁ ଡକ୍ଟର ଆରତୀ ନେହେରାଙ୍କ ଦ୍ୱାରା ଔଷଧୀୟ ସମୀକ୍ଷା ବିଷୟରେ କହିବୁ ଯାହା ଆପଣଙ୍କ ଲିଭର୍ ବା ଯକୃତ ପାଇଁ ନିହାତି ଆବଶ୍ୟକ। ତେବେ…

ଶରୀର ପାଇଁ ଭଲ ଓ ପାଟିକୁ ସୁଆଦିଆ, ବ୍ରେକଫାଷ୍ଟ ପାଇଁ ପ୍ରସ୍ତୁତ କରନ୍ତୁ ସେଓ ଖାସ୍ତା

ସକାଳ ସମୟରେ ଉଠିବା ପରେ ପ୍ରାୟ ଅଧିକ ଲୋକ ଭାବନ୍ତି ନିଜ ବ୍ରେକ ଫାଷ୍ଟରେ କ'ଣ ଖାଇବେ। ଏମିତିକି କିଛି ଲୋକ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନଦେଇ ସ୍ବାସ୍ଥ୍ୟକୁ ଖରାପ କରୁଥିବା ଖାଦ୍ୟ ଖାଇ ଦିଅନ୍ତି। କିନ୍ତୁ ନିଜ ବ୍ରେକଫାଷ୍ଟରେ ସବୁବେଳେ ହେଲ୍ଦି ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ। ତେବେ…

କୋଲେଷ୍ଟ୍ରଲ ଲୋୟର ଡ୍ରିଙ୍କ, ସୁଗାର ବିନା ଏହାକୁ ପିଇବା ଦ୍ୱାରା ମିଳିଥାଏ ଜବରଦସ୍ତ ଲାଭ, ରିସର୍ଚ୍ଚରୁ ମିିଳିଲା ସୂଚନା

ଆପଣ ନିଶ୍ଚିତ ଭାବରେ ଅନେକ ଉପାୟରେ କୋକୋ ପାଉଡ଼ର ଖାଇଥିବେ, କିନ୍ତୁ ଆପଣ ଜାଣନ୍ତି କି ଚିନି ବିନା ଏହି ପାନୀୟ ପିିଇବା ଦ୍ୱାରା ଶରୀରରେ ଖରାପ କୋଲେଷ୍ଟ୍ରଲ କମିଯାଏ । ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହା ସମ୍ପର୍କରେ ଜଣାଇବୁ.. ଖରାପ କୋଲେଷ୍ଟ୍ରଲ ହ୍ରାସ କରିବା ଏବଂ ଶରୀରରେ…

ଜାଣନ୍ତୁ ବର୍ଷା ଋତୁରେ କିପରି ନେବେ ନିଜ କେଶର ଯତ୍ନ, ଖାଦ୍ୟ ପେୟରେ ଦିଅନ୍ତୁ ଧ୍ୟାନ

ଋତୁ ପରିବର୍ତ୍ତନ ହେବା ସହିତ ମଣିଷ ଶରୀରରେ ମଧ୍ୟ ପରିବର୍ତ୍ତନ ହୋଇଥାଏ। ଏମିତିକି କେଶର ମଧ୍ୟ ଅନେକ ପରିବର୍ତ୍ତନ ଦେଖାଯାଇଥାଏ।କିନ୍ତୁ ବର୍ଷା ସମୟରେ ମଧ୍ୟ ଆପଣ ନିଜ କେଶର ଯତ୍ନ ନେବା ଦରକାର। ନଚେତ୍ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି। ବର୍ଷା, ଧୂଳି, ଆର୍ଦ୍ରତା ଏବଂ ସୂର୍ଯ୍ୟର…

ଯୋଗ ଟିପ୍ସ: ଶୋଇବା ପୂର୍ବରୁ କରନ୍ତୁ ଏହି ଯୋଗ, ଭଲ ନିଦ ହେବା ସହିତ ସ୍ୱାସ୍ଥ୍ୟ ରହିବ ସୁସ୍ଥ

ଦିନସାରା କାମ କରିବା ପରେ ରାତି ସମୟରେ ଶୋଇବାକୁ ଯିବା ବେଳେ ଅନେକ ଲୋକ ଶୋଇବା ପାଇଁ ଅସୁବିଧାର ସାମ୍ନା କରନ୍ତି। ଯାହାକି ଅନେକ କ୍ଳାନ୍ତ ପାଇଁ ହୋଇଥାଏ। ଚିନ୍ତାରେ ଥିଲେ ମଧ୍ୟ ଠିକ୍ ଭାବେ କେହି ଶୋଇ ପାରନ୍ତି ନାହିଁ। ତେଣୁ ଆଜି ଆମେ ଆପଣଙ୍କୁ କହିବୁ ଶୋଇବା ପୂର୍ବରୁ ଆପଣଙ୍କୁ କିଛି…

ଜାଣନ୍ତୁ ଡାଇରିଆ ହେବାର ମୁଖ୍ୟ କାରଣ: ଏହା ହେବା ପରେ କ’ଣ ଖାଇବେ ଓ ନଖାଇବେ

ବର୍ଷାଦିନ ଆରମ୍ଭ ହୋଇସାରିଛି। ପୁଣି ଅନେକ ସ୍ଥାନରେ ପାଣି ଜମିବା ସହିତ ଏହା ଅନେକ ରୋଗର କାରଣ ପାଲଟି ଥାଏ। ଏମିତିକି ଋତୁ ବଦଳିବା ସହିତ ଏହା ଡାଇରିଆ, ହଇଜା ବାନ୍ତି ପରି ଅନେକ ସମସ୍ୟା କରାଇଥାଏ। ପୁଣି ବର୍ଷା ଦିନରେ ଡାଇରିଆ ହେବା ସ୍ବାଭାବିକ କଥା। କିନ୍ତୁ ଏହା ଶରୀରରେ ଅତ୍ୟଧିକ…

କ’ଣ ବର୍ଷାରେ ଭିଜିବା ଦ୍ୱାରା ମିଳିଥାଏ ଭିଟାମିନ୍‌ ବି୧୨? ଜାଣନ୍ତୁ ବର୍ଷା ପାଣିରେ ଗାଧୋଇବାର ଅଜବ ଫାଇଦା

ପିଲାଦିନର ସ୍ମୃତିକୁ ତାଜା କରିବା ପାଇଁ ବର୍ଷା ହିଁ ଯଥେଷ୍ଟ। ସ୍କୁଲରୁ ଛୁଟିର ବାହାନା ଏବଂ ଘରକୁ ଫେରିବା ସମୟରେ ବର୍ଷାରେ ଓଦା ହେବା କିଏ ବା ନ କରିଛି। ସମସ୍ତଙ୍କ ପାଖରେ ପିଲାଦିନେ ବର୍ଷାଦିନର କିଛି ନା କିଛି ସ୍ମୃତି ନିଶ୍ଚୟ ରହିଥିବ। କିନ୍ତୁ ଏହି ସ୍ମୃତି ବ୍ୟତୀତ ଏମିତି ବି କିଛି କଥା…

ଯଦି ଆପଣ ଦୀର୍ଘ ସମୟ ଧରି ଏସିଡିଟି ଦ୍ୱାରା ଅସୁବିଧାର ସାମ୍ନା କରୁଛନ୍ତି, ତେବେ ଏହି ଘରୋଇ ଉପଚାର ଦେବ ତୁରନ୍ତ ଆରାମ

ଆଜିକାଲି ଖାଦ୍ୟ ପାନ୍ୟର ଅନେକ ଅସୁବିଧା ହେଉଛି। ଯାହାପାଇଁ ଖାଇବା ପରେ ଅନେକ ଅସୁବିଧା ହୋଇଥାଏ। ଏମିତିକି ଖାଦ୍ୟ ହଜମ ହୁଏନି ଓ ବାନ୍ତି ଭଳି ସମସ୍ୟା ଦ୍ୱାରା ହୁଏ। ଯାହାକି ହେଉଛି ହେଉଛି ଏସିଡିଟି କାରଣ। ଏହା ଅଧିକ ହୋଇଗଲେ ନିଃଶ୍ୱାସ ନେବାରେ ମଧ୍ୟ ଅସୁବିଧା ହୁଏ। କିନ୍ତୁ ଏହାକୁ କିଛି…

ସକାଳୁ କରନ୍ତୁ ଏପରି ଅଭ୍ୟାସ, ଦୂର ହେବ ଅନେକ ରୋଗ

ବିଶେଷକରି ଆପଣ ସକାଳେ ଖାଲି ପେଟରେ ଯାହା ଖାଉଛନ୍ତି, ଏହା ଶରୀରକୁ ଅନେକ ଉପାୟରେ ପ୍ରଭାବିତ କରିଥାଏ। କିଛି ଲୋକ ବେଡ୍ ଟି ସହିତ ଦିନ ଆରମ୍ଭ କରନ୍ତି, ଯେତେବେଳେ କି କିଛି ଲୋକ ସକାଳୁ ଉଠିବା ମାତ୍ରେ କଠିନ ଜିନିଷ ଖାଇଥା’ନ୍ତି, ଯଦିଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହି ଅଭ୍ୟାସକୁ କ୍ଷତିକାରକ…

ଡିପ୍ରେସନ ବଢ଼ାଇଥାଏ ଏହି ୩ଟି ଜିନିଷ, ଖାଇବା ପୂର୍ବରୁ ଧ୍ୟାନ ରଖନ୍ତୁ

ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ଚାପଗ୍ରସ୍ତ ଜୀବନ ଏବଂ କାର୍ଯ୍ୟ ଯୋଗୁଁ ଉଦାସୀନତାର ଶିକାର ହେଉଛନ୍ତି। ମାନସିକ ଅଶାନ୍ତି ହେଲେ ବ୍ୟକ୍ତିର ଅନେକ ଶାରୀରିକ ସମସ୍ୟା ଦେଖାଯାଏ। ତେଣୁ ଡାକ୍ତରମାନେ ସବୁବେଳେ ଖୁସିରେ ରହିବାର ପରାମର୍ଶ ଦେଇଥାନ୍ତି। କିନ୍ତୁ କିଛି ଅଛନ୍ତି ଯେଉଁମାନେ ବହୁତ…