Browsing Tag

lighting strike

ବିହାରରେ ବର୍ଷା ପରେ ବଜ୍ରପାତରେ ୧୫ ମୃତ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ସହାୟତା ରାଶି

ବିହାରରେ ପ୍ରବଳ ବର୍ଷା ପରେ ବଜ୍ରପାତ ହୋଇ ୧୫ ଜଣଙ୍କ ଜୀବନ ଚାଲିଯାଇଛି । ବିହାରର ୮ଟି ଜିଲ୍ଲାରେ ବଜ୍ରପାତ ହୋଇ ୧୫ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ବଜ୍ରପାତରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ…

ରଜ ମଉଜ ସମୟରେ କାଳବୈଶାଖୀ: ଦୋଳି ଖେଳ ବେଳେ ବଜ୍ରପାତରେ ୬ ଯୁବତୀ ଗୁରୁତର

ରାୟଗଡ଼ା: ରଜ ପାଳନ ସମୟରେ ଅଘଟଣ। ବଜ୍ରପାତର ଶିକାର ହେଲେ ୬ ଯୁବତୀ। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଝିଗଡ଼ି ପଞ୍ଚାୟତର ଉର୍ଲାଯୋଡ଼ି ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା। ସୂଚନା ମୁତାବକ, ଗାଁର ଏକ ଆମ୍ବ ତୋଟାରେ ଯୁବତୀମାନେ ରଜ ମଉଜ କରିବା ସମୟରେ ହଠାତ କାଳ ବୈଶାଖୀ ବର୍ଷା ସହ ଘଡ଼ଘଡ଼ି…

କନ୍ଧମାଳ କାମ୍ବ୍ରିକିଆ ଗାଁରେ ଅଘଟଣ: ବଜ୍ରପାତରେ ୬ ଗାଈଗୋରୁ ମୃତ

କନ୍ଧମାଳ: ବଜ୍ରପାତରେ ୬ ଗାଈ ଗୋରୁ ମୃତ । କନ୍ଧମାଳ ଜିଲ୍ଲା ଟିକାବାଲି ଥାନା କାମ୍ବ୍ରିକିଆ ଗାଁରେ ଅଘଟଣ ଘଟିଛି । ବର୍ଷା ହେଉଥିବାବେଳେ, ଗାଈ ଗୋରୁ ମାନେ ଗଛମୂଳରେ ଆଶ୍ରୟ ନେଇଥିଲେ । ତେବେ ଠିକ୍ ସେହି ସମୟରେ ହଠାତ ବଜ୍ରପାତ ହୋଇଥିଲା। ଯାହାଫଳରେ ଗାଈଗୋରୁଙ୍କ ମୃତ୍ୟୁ ଘଟିଥିଲା ।…