Browsing Tag

lion birth

ପର୍ଯ୍ୟଟକଙ୍କୁ ଭେଟି ଦେଲା ସିଂହୀ ବିଜ୍‌ଲି: ଜନ୍ମଦେଲା ୫ଟି ଶାବକ

ଭୁବନେଶ୍ବର(କେନ୍ୟୁଜ୍): ନନ୍ଦନକାନନରେ ନୂଆ ଅତିଥି। ବୃଦ୍ଧି ପାଇଲା ସିଂହ ବଂଶ। ପର୍ଯ୍ୟଟକଙ୍କୁ ଭେଟି ଦେଲା ସିଂହୀ ବିଜ୍‌ଲି । ଏସୀୟ ସିଂହୀ ବିଜଲି ମଙ୍ଗଳବାର ଜନ୍ମ ଦେଇଛି ୫ଟି ଶାବକ। ସମସ୍ତ ନବଜାତକ ସୁସ୍ଥ ଥିବାବେଳେ ମାଆର ସ୍ୱାସ୍ଥ୍ୟ ମଧ୍ୟ ଠିକ୍‌ ରହିଥିବା ନନ୍ଦନକାନନ ଉପନିର୍ଦ୍ଦେଶକ…

ନନ୍ଦନକାନନ ପାଇଁ ଖୁସି ଖବର: ତୃତୀୟଥର ପାଇଁ ଶାବକ ଜନ୍ମ ଦେଲା ସିଂହୀ ବିଜଲୀ

ଭୁବନେଶ୍ବର(କେନ୍ୟୁଜ୍):  ନନ୍ଦନକାନନ ପାଇଁ ଖୁସି ଖବର ଆଣିଲା ସିଂହୀ ବିଜଲୀ । ତୃତୀୟ ଥର ପାଇଁ ମା ହେଲା ସିଂହୀ ବିଜଲୀ ।ଆଜି ଭୋର ରୁ ୨ ଟା ୧୫ ସମୟରେ ବିଜଲୀ ଏକ ଶାବକ ଜନ୍ମ ଦେଇଛି । ପ୍ରସବ ପ୍ରକ୍ରିୟା ଜାରି ରହିଛି । ପୂର୍ବରୁ ଦୁଇ ଥରରେ ୪ ଟି ଶାବକ ଜନ୍ମ ଦେଇଥିଲା ,ସେମାନଙ୍କ ମଧ୍ୟରୁ ୨…