Browsing Tag

LION

ଆଖି ପିଛୁଳାକେ ବିଚ୍ ରାସ୍ତା ଉପରେ କୁଆଡୁ ଦୌଡିଆସିଲା ସିଂହ, ଥରେ ଦେଖନ୍ତୁ ଏହି ଭିଡିଓ ଥରି ଉଠିବ ଛାତି

ଆଖି ପିଛୁଳାକେ କୁଆଡୁ ଦୌଡିଆସିଲା ବରାଟ ସିଂହ । କୌଣସି ଚିଡିଆଖାନା କିମ୍ବା ଜଙ୍ଗଲ ଭିତରେ ନୁହେଁ ବରଂ ଲୋକ ଗହଳି ଥିବା ବିଚ୍ ରାସ୍ତା ଉପରେ । ସିଂହକୁ ଦେଖି ଜୀବନ ବିକଳରେ ସେଠାରେ ଉପସ୍ଥିତ ଥିବା ଲୋକେ ଦୌଡିବାକୁ ଲାଗିଲେ । ସିଂହ ମଧ୍ଯ କୁଆଡେ ଯିବ କାହାକୁ ଆକ୍ରମଣ କରିବ କିଛି ନଭାବି…

ଦିନକୁ କେତେ ଘଣ୍ଟା ଶୋଇଥାଏ ସିଂହ? ଜାଣନ୍ତୁ ସିଂହ ସହ ଜଡ଼ିତ ୧୫ଟି ରୋଚକ କଥା

ପିଲାବେଳୁ ଆମେ ଅନେକ ଗଳ୍ପ ବହିରେ ପଢ଼ିଛୁ, ସିଂହକୁ ଜଙ୍ଗଲର ରାଜା କୁହାଯାଏ। କାରଣ, ସେ ଅନ୍ୟ ଜୀବଜନ୍ତୁଙ୍କ ତୁଳନାରେ ଅଧିକ ଶକ୍ତିଶାଳୀ ହୋଇଥାଏ। ତା’ର ଗୋଟିଏ ରଡିରେ ସାରା ଜଙ୍ଗଲ କମ୍ପିଉଠିଥାଏ। କିନ୍ତୁ ଆପଣ ହୁଏତ ଏହି ପ୍ରାଣୀ ବିଷୟରେ ଆହୁରି ଅନେକ ରୋଚକ କଥା ଶୁଣି ନ ଥିବେ। ଆଜି ଆମେ…

ମାନିବାକୁ ପଡିବ ଆଇଡିଆକୁ, ଟଙ୍କା ନଦେବା ପାଇଁ ବକେୟା ରାଶି ଆଣିବାକୁ ଯାଇଥିବା ଲାଇନମ୍ୟାନଙ୍କ ପଛରେ ଲଗାଇଦେଲେ ସିଂହ

ସବୁବେଳେ ଆମେ ଶୁଣିବାକୁ ପାଇଥାଉ ଯେ ବକେୟା ଟଙ୍କା ଆଣିବାକୁ ଯାଇଥିବା ବ୍ୟକ୍ତିଙ୍କ ପଛରେ ଲୋକେ ନିଜର ପୋଷା କୁକୁର ଏବଂ ବିଲେଇକୁ ଛାଡି ଦିଅନ୍ତି। କିନ୍ତୁ ପାକିସ୍ତାନରେ ଘଟିଥିବା ଦ୍ରୁଶ୍ୟର ନଜାରା କିଛି ଅଲଗା। ଜଣେ ଇଲେକଟ୍ରିସିୟାନ ବକେୟା ଟଙ୍କା ଆଦାୟ କରିବାକୁ ଯାଇଥିବାବେଳେ ଜଣେ…

ସହର ଭିତରେ ସିଂହ : ଗୋଟିଏ କି ଦୁଇଟି ନୁହେଁ, ପୂରା ଦଳ

ସହର ଭିତରେ ପଶୁରାଜ ସିଂହ। ଗୋଟିଏ କି ଦୁଇଟି ନୁହେଁ, ଜନବସତି ଭିତରେ ପଶିଛନ୍ତି ଗୋଟିଏ ଦଳ। ବେଶ ଦୀର୍ଘ ସମୟ ଧରି ଘୂରି ବୁଲିଛନ୍ତି। ତେବେ ବିଳମ୍ବିତ ରାତି ହୋଇ ଥିବାରୁ କୌଣସି ଅଘଟଣ ଘଟି ନାହିଁ। ଏ ହେଉଛି ଗୁଜରାଟର ଭାବନାଥ ଅଞ୍ଚଳର ଦୃଶ୍ୟ। ଗିର୍ ଜଂଗଲରୁ ଗୋଟିଏ ସିଂହ ଦଳ ରାତିରେ ଜନବସତି…