ଟିକେଟ ଥିବା ସତ୍ତ୍ୱେ ପିଲାଙ୍କୁ ମିଳିଲାନି ଷ୍ଟାଡିଅମକୁ ଯିବାକୁ ଅନୁମତି, ଧାରଣାରେ ବସିପଡିଲେ କୁନି ଫ୍ୟାନ୍ସ :…
କ୍ରିକେଟ ଖେଳ ଦେଖିବାର କ୍ରେଜ ସମସ୍ତଙ୍କ ପାଖରେ ରହିଥାଏ। ଆଉ ଆଜିକାଲିର ପିଲାମାନେ କ୍ରିକେଟ ଖେଳିବା ପାଇଁ ହେଉ ଅବା ଖେଳ ଦେଖିବା ପାଇଁ ପ୍ରାୟ ପାଗଳ ହୋଇପଡନ୍ତି। ଏମିତି ଏକ ଭିଡିଓ ପିଲାଙ୍କର ଭାଇରଲ ହେଉଛି, ଯେଉଁଥିରେ ସେମାନଙ୍କ ପାଖରେ ଷ୍ଟାଡିଅମ ଭିତରକୁ ଯିବାକୁ ଟିକେଟ ଥିବା ସତ୍ତ୍ୱେ…