ରାତି ୧ ରୁ ୪ ଭିତରେ ଭାଙ୍ଗୁଛି କି ନିଦ, ତେବେ ହୋଇ ଯାଆନ୍ତୁ ସାବଧାନ, ଏହା ହୋଇପାରେ ଲିଭର ରୋଗର ସଂକେତ
ଲିଭର ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଗ । ଏହା ଶରୀରରେ ଏନଜାଇମ କ୍ଷରଣରେ ବଡ ଭୂମିକା ଗ୍ରହଣ କରିଥାଏ । ଯଦି ଲିଭର ବା ଯକୃତ ଖରାପ ହୁଏ ତେବେ ଏହା ବଡ଼ ବିପଦ ହୋଇଥାଏ । ଲିଭର ଖରାପ ହୋଇଛି କି ନାହିଁ ଏହା ପୂର୍ବରୁ ସୂଚନା ଦେଇଥାଏ । ତେବେ ଏହାକୁ ଆମେ ଜାଣିବା ଉଚିତ୍ । ମେଡିକାଲକୁ ଯିବା…