Browsing Tag

local train service will resume

ରାଜ୍ୟମାନେ କହିଲେ ଲୋକାଲ୍‌ ଟ୍ରେନ୍‌ ଚାଲିବ : ରେଳବାଇ ବୋର୍ଡ

ନୂଆଦିଲ୍ଲୀ : ରାଜ୍ୟସରକାରମାନେ ପ୍ରସ୍ତୁତ ହୋଇ କହିଲେ ଲୋକାଲ୍‌ ଟ୍ରେନ୍‌ ଚାଲିବ । ଏମିତି କହିଛନ୍ତି ରେଳ ବୋର୍ଡ ଅଧ୍ୟକ୍ଷ ଭିକେ ଯାଦବ । ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ସେ କହିଛନ୍ତି ଯେ କୋଭିଡ୍‌ -୧୯ କଣ୍ଟ୍ରୋଲ ନ ହେବା ଯାଏ ଲୋକାଲ୍‌ ଟ୍ରେନ୍‌ ସେବା ଚାଲୁ ହେବ…