Browsing Tag

looters

ରାଜଧାନୀରେ ଭିନ୍ନ ଭିନ୍ନ ସ୍ଥାନରେ ମାତିଛନ୍ତି ଲୁଟେରା: ଆଖି ପିଛୁଳାକେ ଝାମ୍ପି ନେଉଛନ୍ତି ସୁନା ଚେନ

ଭୁବନେଶ୍ୱର (କେନ୍ୟୁଜ): ସାବଧାନ ରାଜଧାନୀରେ ମାତିଛନ୍ତି ଲୁଟେରା। CCTVରେ କଏଦ ହେଲା ଲାଇଭ୍‌ ଲୁଟ୍‌। ଆଖି ପିଛୁଳାକେ ଝାମ୍ପିନେଲେ ସୁନା ଚେନ୍‌। କଳା ପଲସରରେ ଆସିଲେ, ଲୁଟି ଫେରାର ହୋଇଗଲେ। ଭୁବନେଶ୍ୱର ବାଣୀବିହାର ଛକରେ ମାତିଲେ ଚେନ୍‌ ଲୁଟେରା। ମହିଳା ଦୁଇ ଜଣ ରାସ୍ତା କଡ଼ରେ ଛିଡା…

ରାଜଧାନୀରେ ଥମୁନି ଲୁଟେରା ଆତଙ୍କ : ମାରଣାସ୍ତ୍ର ଦେଖାଇ ସାମ୍ବାଦିକଙ୍କ ଠାରୁ ଲୁଟି ନେଲେ ମୋବାଇଲ ଓ ସୁନା ମୁଦି

ଭୁବନେଶ୍ବର (କେନ୍ଯୁଜ୍): ରାଜଧାନୀରେ ଥମୁନି ଲୁଟେରା ଆତଙ୍କ । ଖଣ୍ଡା ଦେଖାଇ ସାମ୍ବାଦିକଙ୍କ ଠାରୁ ଲୁଟିନେଲେ ମୋବାଇଲ ଓ ସୁନା ମୁଦି । ନୟାପଲ୍ଲୀ ଥାନା ଠାରୁ ମାତ୍ର ୧୦୦ ମିଟରରେ ଦୂରରେ ଲୁଟ୍‌ ହୋଇଛି । କଳିଙ୍ଗ ଟିଭି ସାମ୍ବାଦିକ ସୌମ୍ୟରଞ୍ଜନ ସେଠୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଇଛନ୍ତି…