Browsing Tag

lost phone

ଫୋନ ହଜିଯାଇଛି ଆଉ ଗୁଗଲ ଆକାଉଣ୍ଟ ଡିଲିଟ୍‌ କରିବାକୁ ଚାହୁଁଛନ୍ତି, ତେବେ ଏହି ପ୍ରକ୍ରିୟାକୁ କରନ୍ତୁ ଫଲୋ

ଅଘଟଣ ପ୍ରାୟତଃ ସମସ୍ତଙ୍କ ସହ ଘଟିଥାଏ । ଯେମିତିକି ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଆମର ଫୋନ କୌଣସି ସ୍ଥାନରେ ହଜି ଯାଏ କିମ୍ବା ଚୋରି ହୋଇଯାଏ ଆଉ ଆମେ ଏହା ଜାଣି ପାରିନଥାନ୍ତି । ଏମିତି ପରିସ୍ଥିତିରେ ଆମ ମନକୁ ପ୍ରଥେ ମ ଆସେ ଯେ କିପରି ଫୋନରେ ଥିବା ଆପଣଙ୍କ ଗୁଗଲ ଆକାଉଣ୍ଟକୁ ରିମୁଭ୍‌ କରିବେ।…