Browsing Tag

lovebite

ଚୁଟକିରେ ଲଭବାଇଟ୍ ହେବ ଗାୟବ, ଅପଣାନ୍ତୁ ଏହି ଉପାୟ

ଲଭବାଇଟ ନାମ ଶୁଣିବା ମାତ୍ରେ ଆପଣ ଜାଣିଯାଇଥିବେ ଆମେ କାହା ବିଷୟରେ କଥା କହୁଛୁ। ଏହି ଦାଗ ସେତେବେଳେ ଶରୀରରେ ହୋଇଥାଏ ଯେତେବେଳେ ଜଣେ କିଏ ଶରୀରର କୌଣସି ଅଙ୍ଗରେ ଜୋରରେ କାମୁଡ଼ିଥାଏ ବା ଚୁମ୍ବନ ଦେଇଥାଏ। ଅନେକ ସମୟରେ ଏହାକୁ ଲୁଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ସାଧାରଣତଃ ଲୁଚି ନଥାଏ।…