ରାତିରେ ପ୍ରେମିକାକୁ ଦେଖା କରିବା ପଡିଲା ମହଙ୍ଗା, ପ୍ରେମିକ ଓ ୨ ସହଯୋଗୀଙ୍କୁ ବାନ୍ଧି ନିର୍ଦ୍ଧୁମ ମାଡ
କାମାକ୍ଷାନଗର (କେନ୍ୟୁଜ) : ଛେଚା ଖାଇଲେ ପ୍ରେମିକ । ମହଙ୍ଗା ପଡିଲା ପ୍ରେମିକାକୁ ରାତିରେ ଦେଖା କରିବା । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ଗ୍ରାମର ଅଭାବନୀୟ ଦୃଶ୍ୟ । ପ୍ରେମିକ ଓ ୨ ସହଯୋଗୀଙ୍କୁ ବାନ୍ଧି ନିର୍ଦ୍ଧୁମ ମାଡ ମାରିଲେ ଗ୍ରାମବାସୀ । ଘଟଣାର ଏକ ଭିଡ଼ିଓ ଏବେ…