ଦରଦାମ ବୃଦ୍ଧି ପ୍ରତିବାଦରେ ଗର୍ଜୁଛି ବିଜେଡି, ଆନ୍ଦୋଳନରେ ସାମିଲ ହୋଇଛନ୍ତି ବିଜେଡିର ଶହ ଶହ କର୍ମୀ ଓ ନେତା
ଭୁବନେଶ୍ବର : ଦରଦାମ ବୃଦ୍ଧି ପ୍ରତିବାଦରେ ଗର୍ଜୁଛି ବିଜେଡି । ଭୁବନେଶ୍ବର ଲୋୟର ପିଏମଜିରେ ବିଶାଳ ପ୍ରତିବାଦ । ଆନ୍ଦୋଳନରେ ସାମିଲ ହୋଇଛନ୍ତି ବିଜେଡିର ଶହ ଶହ କର୍ମୀ ଓ ନେତା । ସମାବେଶରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସାମିଲ ହୋଇ ବିଜେପି ସରକାରଙ୍କ ଉପରେ ବଡ଼ ହମଲା କରିଛନ୍ତି ।…