ରାଜଧାନୀ ଲୋୟର ପିଏମଜିରେ ଅଘଟଣ, ଆନ୍ଦୋଳନରତ ଗାଁ ସାଥି ସଂଘର ଜଣେ ସଦସ୍ୟ ଗଛକୁ ଚଠି କଲେ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର(କେନ୍ୟୁଜ୍): ଦୀର୍ଘ ଦିନ ହେଲା ରାଜଧାନୀ ଲୋୟର ପିଏମଜିରେ ଆନ୍ଦୋଳନ ଚଲେଇଥିଲେ ଗାଁ ସାଥି ସଂଘର ସଦସ୍ୟ । ସେମାନଙ୍କ ଦାବି ପୂରଣ ହୋଇନଥିବାରୁ ସେମାନେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ଆଜି ଗାଁସାଥି ସଂଘର ଜଣେ ସଦସ୍ୟ ଲୋୟର ପିଏମଜି ଠାରେ ଥିବା ଏକ ଗଛ ଉପରେ ଚଢି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ତୁରନ୍ତ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେବା ପରେ ସେମାନେ ଆସି ତାଂକୁ ଗଛରୁ ଓହ୍ଲାଇବା ସହ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

 

 

Leave A Reply

Your email address will not be published.