Browsing Tag

LPG cylinder

ବିନା OTP ରେ ମିଳିବନି LPG ସିଲିଣ୍ଡର, ନଭେମ୍ବର ପହିଲାରୁ ବଦଳିଯିବ ହୋମ ଡେଲିଭରୀ ସିଷ୍ଟମ

ଏଣିକି ଘରୋଇ ଗ୍ୟାସ ସିଲିଣ୍ଡର ହୋମ ଡେଲିଭରୀ ପ୍ରକ୍ରିୟା ପୂର୍ବ ଭଳି ରହିବ ନାହିଁ। ଏଲପିଜି ସିଲିଣ୍ଡର ଆଗାମୀ ଦିନରେ ବିନା ଓଟିପିରେ ଆଉ ମିଳିବ ନାହିଁ। ଅର୍ଥାତ ନଭେମ୍ବର ୧ରୁ ଡେଲିଭରୀ ସିଷ୍ଟମ ବଦଳିବ। ଆଗାମୀ ଦିନରେ ଓଟିପି ନ ଥିଲେ ମିଳିବ ନାହିଁ ଏଲପିଜି ସିଲିଣ୍ଡର। ଚୋରି ରୋକିବା ଓ…

ଲକଡାଉନରେ ସାଧାରଣ ଜନତାଙ୍କୁ ବଡ ଆଶ୍ୱସ୍ତି, ଶସ୍ତା ହେଲା କମର୍ସିଆଲ ଏବଂ ଘରୋଇ ସିଲିଣ୍ଡର ଦାମ

ଲକଡାଉନ ସମୟରେ ତୈଳ କମ୍ପାନୀ ଘରୋଇ ଏବଂ କମର୍ସିଆଲ ଏଲପିଜି ସିଲିଣ୍ଡରର ଦାମ କମ କରି ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଘରୋଇ ଏଲପିଜି ସିଲିଣ୍ଡରରେ ୧୯୮ ଟଙ୍କା କମ ହୋଇଥିବା ବେଳେ କମର୍ସିଆଲରେ ୨୫୬ ଟଙ୍କା ଲେଖାଏଁ କମିଛି। ଅଣସବସିଡ଼ି ଘରୋଇ ସିଲିଣ୍ଡର ପୂର୍ବରୁ ୭୭୯ ଟଙ୍କାରେ…

କମିଲା ଗ୍ୟାସ ସିଲିଣ୍ଡର ମୂଲ୍ୟ, ଆଜିଠୁ ଲାଗୁ ହେବ ନୂଆ ଦର

କରୋନା ଭାଇରସ ଏବଂ ଲକଡାଉନ ମଧ୍ୟରେ ସମସ୍ୟାର ସାମ୍ନା କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ସବସିଡି ଭଳି LPG Cylinder ଶସ୍ତା ହୋଇଛି। ତେଲ କମ୍ପାନୀ ପ୍ରତ୍ୟେକ ମାସର ପ୍ରଥମ ତାରିଖରେ LPG Cylinderର ଦାମ ସମୀକ୍ଷା କରିବା ପରେ ଚଳିତ ମାସରେ ରାଜଧାନୀ ଦିଲ୍ଲୀରେ ଗ୍ୟାସ ସିଲିଣ୍ଡର ୧୩୩ ଟଙ୍କା…

ମହଙ୍ଗା ହେଲା ରୋଷେଇ ଗ୍ୟାସ୍‌, ୯୦୦ଟଙ୍କାରେ ପହଞ୍ଚିଲା LPG ଦାମ୍‌

ଇଣ୍ଡେନ ଗ୍ୟାସ୍‌ ଗ୍ରାହକଙ୍କୁ ଲାଗିଲା ବଡ ଝଟ୍‌କା। ଇଣ୍ଡିଆନ ଅଏଲ ପକ୍ଷରୁ ରୋଷେଇ ଗ୍ୟାସ୍‌ ସିଲିଣ୍ଡରର ଦାମ ୧୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସବୁ ମହାନଗରରେ ବିନା ସବ୍‌ସିଡିରେ ୧୪ କିଲୋ ରୋଷେଇ ଗ୍ୟାସ ସିଲିଣ୍ଡର ଦାମରେ ୧୪୪.୫୦ରୁ ୧୪୯ ଟଙ୍କା ପର୍ଯ୍ୟନ୍ତ ଦର ବୃଦ୍ଧି କରାଯାଇଛି। ଯାହା…

ମହଙ୍ଗା ଝଟକାରେ ଲୋକେ ହେବେ ବେହାଲ, ଏବେ ଅଣ-ସବସିଡି ଏଲପିଜି ସିଲିଣ୍ଡରର ବଢ଼ିଲା ଦାମ୍‌

ନୂଆଦିଲ୍ଲୀ : ପିଆଜ ଏବଂ ମୋବାଇଲ ରିଚାର୍ଜ/ ବିଲ ବଢ଼ିବା ପରେ ଏବେ ଅଣ-ସବସିଡି ବିଶିଷ୍ଟ ଏଲପିଜି ଗ୍ୟାସ ମହଙ୍ଗା ହେବା ପରେ ସାଧାରଣ ଲୋକଙ୍କୁ ଲାଗିଛି ବଡ ଝଟକା। ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ (ଆଇଓସି)ର ୱେବସାଇଟ ଅନୁଯାୟୀ ଦିଲ୍ଲୀରେ ୧୪.୨ କିଲୋଗ୍ରାମର ଅଣ-ସବସିଡି ବିଶିଷ୍ଟ ଘରୋଇ…

ଖୁସି ଖବର : ଆଜିଠୁ ୧୦୦ ଟଙ୍କା ଶସ୍ତା ହେଲା ଗ୍ୟାସ୍‌ ସିଲିଣ୍ଡର

ବିନା ସବସିଡି ରୋଷେଇ ଗ୍ୟାସ୍‌ ସିଲିଣ୍ଡର ପ୍ରତି ୧୦୦.୫୦ ଟଙ୍କା ଶସ୍ତା ହୋଇଛି। ଜୁଲାଇ ୧ରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ପ୍ରତି ୬୩୭ ଟଙ୍କାରେ ଉପଲବ୍ଧ ହେବ। ତେଲ କମ୍ପାନୀ ଏହାର ସୂଚନା ଦେଇଛନ୍ତି। ବିନା ସବସିଡିଯୁକ୍ତ ସିଲିଣ୍ଡର ଘରୋଇ ଉପଭୋକ୍ତାଙ୍କ ପାଇଁ ଜୁଲାଇ ୧ରୁ ୭୩୭.୫୦…