Below header
Browsing Tag

ltc cash voucher

ଆଧାର-ପାନ୍‌ ସମେତ ଏହି ସରକାରୀ କାମକୁ କରନ୍ତୁ ଶୀଘ୍ର ସମାପ୍ତ , ନଚେତ୍‌ ଭରିବାକୁ ପଡିବ ଜରିମାନା

ଅପ୍ରେଲ ୧ ନୂଆ ଆର୍ଥିକ ବଷର୍ରୁ ସରକାରଙ୍କ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଏଥିରେ ୧୦ଟି ନିୟମ ରହିଛି। ଯେଉଁଠି ଆପଣଙ୍କୁ ଆଧାର-ପାନ୍‌ ଲିଙ୍କ ସହ ପିଏମ୍‌ କିସାନ ସମ୍ମାନ ଅନ୍ତର୍ଗତ ସମସ୍ତ କାର୍ଯ୍ୟକୁୁୁ ୩୧ ମାର୍ଚ୍ଚ ମଧ୍ୟରେ ସାରିବାକୁ ପଡିବ। ଚଳିତମାସ ଶେଷ ହେବା ପୂର୍ବରୁ ଆପଣଙ୍କୁ ଏସବୁ…

ରାଜ୍ୟକୁ ବିନା ସୁଧରେ ୫୦ ବର୍ଷ ପର୍ଯ୍ୟନ୍ତ ୧୨ ହଜାର କୋଟି ଟଙ୍କାର ଋଣ ଦେବେ କେନ୍ଦ୍ର ସରକାର

କେନ୍ଦ୍ର ସରକାର ଅର୍ଥ ବ୍ୟବସ୍ଥାକୁ ଦୃଢ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମାତା ସୀତାରମଣ ଆର୍ଥିକ ସ୍ଥିତିକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଜିଏସଟି କାଉନସିଲ ବୈଠକ ଠିକ ପୂର୍ବରୁ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।…