Browsing Tag

lucky

ବୃଷ ସମେତ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ୨୦୨୨ ହେବ ସବୁଠୁ ଶୁଭ ବର୍ଷ, ମନ ପସନ୍ଦର ଚାକିରି ସହ ମିଳିବ ଖୁବ୍‌ ପଇସା

କରୋନା ମହାମାରୀ ଯୋଗୁ ଦୀର୍ଘ ୨ ବର୍ଷ ହେଲାଣି ଲୋକମାନେ ଚାକିରି ବାକିରି ନ ପାଇ ଘରେ ବେକାର ବସିଛନ୍ତି। ଏଣୁ ନୂଆବର୍ଷ ୨୦୨୨କୁ ନେଇ ସେମାନଙ୍କ ମନରେ ଢେର ସାରା ଆଶା ରହିଛି। ନୂଆବର୍ଷରେ ସବୁ କିଛି ଠିକ୍‌ ହୋଇଯିବ ଓ ସେମାନଙ୍କୁ ଚାକିରି ମିଳିବ ବୋଲିି ଲୋକେ ଆଶା ବାନ୍ଧି ବସିଛନ୍ତି। ସେହିପରି…