Below header
Browsing Tag

Luka Modric FIFA’s Player of the Year

ବାଜି ମାରିଲେ ଲୁକା, ଜିତିଲେ ଫିଫା ପ୍ଲେୟାର ଅଫ୍ ଦି ଇୟର ପୁରସ୍କାର

କ୍ରୋଏସିଆ ଫୁଟବଲ ଟିମ୍ ଅଧିନାୟକ ଲୁକା ମୋଦ୍ରିଚ୍ । କ୍ରିଷ୍ଟିଆନୋ ରୋନାଲ୍ଡୋ, ଲିଓନେଲ ମେସିଙ୍କୁ ପଛରେ ପକାଇ ବିଶ୍ବର ନୂଆ ଫୁଟବଲ ତାରକା ଭାବରେ ଉଭା ହୋଇଛନ୍ତି । ଫିଫା ପ୍ଲେୟାର ଅଫ୍ ଦି ଇୟର ପୁରସ୍କାର ଜିତିଛନ୍ତି ଲୁକା । ଗତ ୧୦ ବର୍ଷ ହେବ ଏହି ସମ୍ମାନଜନକ ପୁରସ୍କାର ମେସି ଓ ରୋନାଲ୍ଡୋ…