Browsing Tag

M.Tech bohu in politics

ରାଜନୀତିରେ ଏମ.ଟେକ୍‌ ବୋହୂ: ଚାନ୍ଦବାଲି ପଞ୍ଚୁଟିକ୍ରି ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ପାଇଁ କଲେ ନାମାଙ୍କନ ଦାଖଲ

ଚାନ୍ଦବାଲି(କେନ୍ଯୁଜ୍): ରାଜନୀତିରେ ଏମ.ଟେକ୍‌ ବୋହୂ। ଭଦ୍ରକ ଚାନ୍ଦବାଲି ବ୍ଳକ ପଞ୍ଚୁଟିକ୍ରି ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ଏମ.ଟେକ୍‌ ବୋହୂ ସ୍ୱପ୍ନା ପ୍ରୀତିଛନ୍ଧା ପଲେଇ । ପଞ୍ଚୁଟିକ୍ରି ପଞ୍ଚାୟତର ପୂର୍ବତନ ସରପଞ୍ଚ ଗଙ୍ଗାଧର ଧଳଙ୍କ ବୋହୁ ସ୍ୱପ୍ନା…