Browsing Tag

maa biraja rath yatra

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଆଜି ବିଜୟା ଦଶମୀ, ଗତକାଲି ଲାଖବିନ୍ଧା ପଡିଆକୁ ନିଆଯାଇଥିଲା…

ଯାଜପୁର ଟାଉନ୍(କେନ୍ୟୁଜ୍): ସରିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ନବଦିନାତ୍ମକ ରଥଯାତ୍ରା । ଗତକାଲି ବିଳମ୍ବିତ ରାତ୍ରିରେ ମାଆଙ୍କ ପୂଜା ସମ୍ପନ୍ନ ହୋଇଛି । ରଥଯାତ୍ରା ଶେଷ ହେବା ପରେ ମାଆଙ୍କ ଚଳନ୍ତି ପ୍ରତିମା ରଥ ଅବତରଣ କରିବା ପରେ ଯଥାବିଧି ପୂଜା କରାଯାଇଥିଲା । ଏହା ପରେ…

ଯାଜପୁର : ଏଥର ଭକ୍ତ ମା’ ବିରଜାଙ୍କ ରଥ ଟାଣିବେ କି ନାହିଁ, ନିଷ୍ପତ୍ତି ଆସନ୍ତା ୪ ତାରିଖରେ

ଯାଜପୁର ଟାଉନ (କେନ୍ଯୁଜ୍): ଭାରତ ବର୍ଷର ୫୧ଟି ଶକ୍ତି ପୀଠ ମଧ୍ୟରୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ରହିଛି ରଥଯାତ୍ରା ଭଳି ସ୍ୱତନ୍ତ୍ର ପରିମ୍ପରା । ମାଙ୍କ ଏହି ରଥଯାତ୍ରା ପ୍ରତିବର୍ଷ ପ୍ରତିପଦ ଠାରୁ ଆରମ୍ଭ ହୋଇ ମହାନବମୀ ପର୍ଯ୍ୟନ୍ତ ଚାଲିଥାଏ । ଏହି ରଥଯାତ୍ରାରେ ସାମିଲ…

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ନବଦିନାତ୍ମକ ରଥଯାତ୍ରାର ଆଜି ଚତୁର୍ଥ ଦିନ, ପରମ୍ପରା ଅନୁସାରେ ଚାଲିଛି…

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ନବଦିନାତ୍ମକ ରଥଯାତ୍ରାର ଆଜି ଚତୁର୍ଥ ଦିନ। ପରମ୍ପରା ମୁତାବକ ଗତ ଶନିବାର ରଥ ପ୍ରତିଷ୍ଠା ପରେ ମାଆଙ୍କ ବିଜେ ପ୍ରତିମା ରଥାରୁଢ ହେବା ପରେ ମନ୍ଦିର ଚତୁର୍ପାଶ୍ୱ ପରିକ୍ରମା କରିଥିଲା। ରଥଟଣା ସମୟରେ ମନ୍ଦିର ଚାରିପଟେ ୧୪୪ଧାରା ଜାରି…

ଆଜିଠୁ ମା ବିରଜାଙ୍କ ରଥଯାତ୍ରା, ପବ୍ରିତ ଦୁର୍ଗୋତ୍ସବ ଅବସରରେ ୯ ଦିନ ଧରି ପରିଭ୍ରମଣ କରିବେ ଜଗତଜନନୀ ମାଆ

ଯାଜପୁର: ଆଜିଠାରୁ ଆରମ୍ଭ ହେଉଛି ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମାଆ ବିରଜାଙ୍କ ରଥଯାତ୍ରା। ମାଆଙ୍କ ସିଂହଧ୍ୱଜ ରଥ ୯ ଦିନ ଧରି ବେଢା ପରିକ୍ରମା କରିବ। ଅପରାହ୍ନ ୫ଟାରେ କୋଭିଡ୍‌ କଟକଣା ଭିତରେ ରଥ ଟଣା ହେବ। କେବଳ ଅଙ୍ଗଲାଗି ସେବାୟତମାନଙ୍କ ଦ୍ୱାରା ରଥ ଟଣାଯିବ। ଏଥିପାଇଁ ମନ୍ଦିର ପରିସରରେ…