ସରିଲା ମାଁ ବ୍ରାହ୍ମଣୀଦେବୀଙ୍କ ୨୧ ଦିନିଆ ଯାତ୍ରା, ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦେଲେ ଦର୍ଶନ
ଭଞ୍ଜନଗର(କେନ୍ୟୁଜ):ଅସ୍ଥାୟୀ ମଣ୍ଡପରେ ଦର୍ଶନ ଦେଲେ, ନଗର ଭ୍ରମଣ କଲେ ଏବଂ ଭକ୍ତଙ୍କୁ ଆଶୀର୍ବାଦ କରି, ୨୧ ଦିନ ପରେ ନିଜ ଆସ୍ଥାନକୁ ପ୍ରତ୍ୟାବର୍ତ୍ତନ କଲେ । ଆମେ କହୁଛୁ ମାଁ ବ୍ରାହ୍ମଣୀଦେବୀ ଏବଂ ବୁଢୀମାଁ ଠାକୁରାଣୀଙ୍କ କଥା । ପ୍ରତ୍ୟେକ ସଂଧ୍ୟାରେ ଗହଳି ଚହଳି ସାଙ୍ଗକୁ ଶକ୍ତି ଉପାସନାରେ…