Browsing Tag

maa manikeswar peetha

ରକ୍ତରଞ୍ଜିତ ହେଲା ମାଆ ମାଣିକେଶ୍ୱୀରଙ୍କ ପୀଠ, ଛତରଯାତ୍ରାରେ ପଡ଼ିଲା ବଳି

ରକ୍ତରଞ୍ଜିତ ହେଲା ମାଆ ମାଣିକେଶ୍ୱୀରଙ୍କ ପୀଠ। ଛତରଯାତ୍ରାରେ ମାଣିକେଶ୍ୱରୀଙ୍କ ପୀଠରେ ପଡ଼ିଲା ବଳି। ଜିଲ୍ଲା ପ୍ରଶାସନର ସଚେତନତା ପରେ ମଧ୍ୟ ପଡ଼ିଲା ବଳି। ଜେନା ଖାଲ ଠାରୁ ମାଆ ମାଣିକେଶ୍ୱୀରଙ୍କ ପୀଠ ପର୍ଯ୍ୟନ୍ତ ହଜାର ହଜାର ଛେଳି ଓ କୁକୁଡା ବଳି ଦିଆଯାଇଛି। ଘଣ୍ଟ, ଶଙ୍ଖ, ଢୋଲ ଓ ନିଶାନରେ…