Below header
Browsing Tag

maa ugratara mandir

ଜଗତସିଂହପୁର ଦେଭୋଗରେ ପୂଜା ପାଉଛନ୍ତି ମା’ ଉଗ୍ରତାରା, ଏଠାରେ ଯିଏ ଯାହା ମାନସିକ କରିଛି ତାହା ପାଇଛି

ଜଗତସିଂହପୁର(କେନ୍ୟୁଜ): ଜଗତସିଂହପୁର ଜ଼ିଲ୍ଲା ସଦର ବ୍ଲକ ଦେଭୋଗ ଠାରେ ମା ଉଗ୍ରତାରାଙ୍କ ପୀଠ। ଏହି ପୀଠରେ ମା'ଙ୍କର ନୂତନ ମନ୍ଦିର ପ୍ରତିଷ୍ଠା ଓ ୫୭ତମ ବିଶ୍ୱଶାନ୍ତି ଦେବୀ ମହାଯଜ୍ଞ ପାଞ୍ଚ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳସ ଯାତ୍ରା, ମନ୍ଦିର ପ୍ରତିଷ୍ଠା ,ହୋମଯଜ୍ଞ…

ଇଏ ମା’ ଉଗ୍ରତାରାଙ୍କ ମହିମା ନୁହେଁ ତ ଆଉ କ’ଣ? ଅଳଙ୍କାର ଲୁଟିଲେ ଚୋର, ହେଲେ ଫିଙ୍ଗି ଦେଇଗଲେ

ଟାଙ୍ଗି(କେନ୍ୟୁଜ୍): ମା ଉଗ୍ରତାରାଙ୍କ ମନ୍ଦିରରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ଟାଙ୍ଗି ପୋଲିସ୍ । ଓଡ଼ିଶାର ପ୍ରସିଦ୍ଧ ମା ଉଗ୍ରତାରା ମନ୍ଦିରରୁ ମାଙ୍କ ଗହଣା ଲୁଟ୍ ହୋଇଥିଲା । ଏନେଇ ଅଭିଯୋଗ ହେବା ପରେ ୨ ଣଙ୍କୁ ଗିରଫ କରିବା ସହ ମାଙ୍କ ଗହଣା ଜବତ କରିବାରେ ସଫଳ ହୋଇଛି…

ମା’ ଉଗ୍ରତାରା ମନ୍ଦିର ଚୋରି ଘଟଣାରେ ୨ ଗିରଫ, ଜଙ୍ଗଲରୁ ଜବତ ହେଲା ଗହଣା

ଟାଙ୍ଗୀ : ମା' ଉଗ୍ରତାରା ମନ୍ଦିର ଚୋରି ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି । ଜଙ୍ଗଲରୁ ଗହଣା ଜବତ ହୋଇଛି । ଅପରାଧୀଙ୍କୁ  କୋର୍ଟ ଚାଲାଣ କରିଛି ପୋଲିସ। ଗତ ଶନିବାର ବିଳମ୍ବିତ ରାତିରେ ମା' ଉଗ୍ରତାରା ମନ୍ଦିରରୁ ମା' ଙ୍କ ଗହଣା ଲୁଟ କରିଥିଲେ ଦୁର୍ବୃତ୍ତ। ପୋଲିସ ଏହାକୁ ଗୁରୁତର ସହ ନେଇଥିଲା ।…

ଖୋର୍ଦ୍ଧାର ପ୍ରସିଦ୍ଧ ଶକ୍ତି ପୀଠ ମା ଉଗ୍ରତାରା ମନ୍ଦିରରୁ ଚୋରି, ଲୁଟି ନେଇଛନ୍ତି ଅଳଙ୍କାର

ଟାଙ୍ଗି(କେନ୍ୟୁଜ୍): ଓଡିଶା ପ୍ରସିଦ୍ଧ ତନ୍ତ୍ର ପୀଠ  ମା ଉଗ୍ରତାରାଙ୍କ ମନ୍ଦିର ରୁ ଚୋରି। ଗତ କାଲି ରାତିରେ ହୋଇଛି ଚୋରୀ। ଦୁର୍ବୃତ୍ତମାନେ ଗତ କାଲି ରାତିରେ  ମନ୍ଦିରରେ ପଶି  ମା’ଙ୍କର ବିଭିନ୍ନ  ସୁନା ରୁପା ଅଳଙ୍କାର ଲୁଟି ନେଇଛନ୍ତି। ମନ୍ଦିର ଭିତରେ ପଶି ମାଙ୍କର ମୁକୁଟ, ଅଣ୍ଟା ପଟି,…

ଅଦ୍ଭୁତ ଏହି ମନ୍ଦିର: ମୂର୍ତ୍ତିର ପଛପଟେ ଲେଖା ଯାଇଛି ରହସ୍ୟ ଲିପି, ଯାହାକୁ ଆଜି ଯାଏ କେହି ପଢି ପାରିନାହାନ୍ତି

ଦୁନିଆରେ ଭାରତ ହେଉଛି ବିଶ୍ୱାସର କେନ୍ଦ୍ର ବିନ୍ଦୁ । ଏଠାରେ ଅନେକ ଆଶ୍ଚର୍ଯ୍ୟଜନକ ଏବଂ ରହସ୍ୟମୟ ମନ୍ଦିର ଅଛି। ଏମାନଙ୍କ ଭିତରେ ଏପରି ଅନେକ ମନ୍ଦିର ଅଛି ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ କାହା ଦ୍ଵାରା ସମାଧାନ ହୋଇପାରିନାହିଁ । ତେବେ ଆଜି ଆମେ ଆପଣଙ୍କୁ କହୁଛୁ ଝାରଖଣ୍ଡ ରାଜ୍ୟରେ ଥିବା ଦେବୀ…