Browsing Tag

mafia arrest

କେନ୍ଦୁଝର: ଲୁହା ପଥର ଚୋରା ଚାଲାଣବେଳେ ୩ମାଫିଆଙ୍କୁ ଗିରଫ କଲେ ଚମ୍ପୁଆ ବନାଞ୍ଚଳ ଅଧିକାରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ଖଣିଜ ପଥର ଚୋରା ଚାଲାଣ ବୃଦ୍ଧି ପାଉଥିବାବେଳେ , ଆଜି ପୁଣି ଚମ୍ପୁଆ ବନାଞ୍ଚଳ ଅଧିକାରୀଙ୍କ ହାତରେ ୩ ଖଣି ମାଫିଆ । ସେମାନଙ୍କ ମଧ୍ୟରେ ଜଣେ ଝାଡ଼ଖଣ୍ଡର, ଜଣେ ପଶ୍ଚିମବଙ୍ଗର, ହୋଇଥିବା ବେଳେ ଜଣେ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡ଼ିଛି । ଏମାନେ…