ମହାଶିବରାତ୍ରୀ ଅବସରରେ ମହାବିନାୟକ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ, ଭକ୍ତଙ୍କ ସହ ଉପବାସ ରହିବେ ଠାକୁର
ଯାଜପୁର(କେନ୍ୟୁଜ): ଆଜି ପବିତ୍ର ମହାଶିବରାତ୍ରୀ । ଏନେଇ ବିଭିନ୍ନ ଶୈବପୀଠ ଚଳଞ୍ଚଚଳ । ଜାଗର ଯାତ୍ରା ଲାଗି ଯାଜପୁର ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ମହାବିନାୟକ ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ଭୋର ୪ଟାରୁ ମନ୍ଦିର ପହଡ ଖୋଲାଯାଇ ନୀତିକାନ୍ତି ଅନୁଯାୟୀ ଆରମ୍ଭ ହୋଇଛି ମହାଦେବଙ୍କ…