Browsing Tag

mahabisuba sankranti

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିର ସମେତ ଯାଗା ଆଖଡା ଉତ୍ସବ ମୁଖର, ପାଳନ ହେଉଛି ସ୍ୱତନ୍ତ୍ର…

ପୁରୀ(କେନ୍ୟୁଜ): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଶ୍ରୀ ହନୁମାନ ଜୟନ୍ତୀ । ଏଥିପାଇଁ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ଯାଗା ଆଖଡା ଉତ୍ସବ ମୁଖର । ଆଜି ଶ୍ରୀମନ୍ଦିର ପାଳନ ହେବ ସ୍ୱତନ୍ତ୍ର ନୀତିକାନ୍ତି । ସକାଳ ଧୂପ ସରିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀ ହନୁମାନଙ୍କୁ ରତ୍ନ…

ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣାରୁ ଏ କଠିନ ସମୟ ଶୀଘ୍ର ଦୂର ହେବା ସହ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ। ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ…

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ପାଳନ ହେବ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ(କେ.ନ୍ୟୁଜ): ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ପାଳନ ହେବ ସ୍ୱତନ୍ତ୍ର ନୀତିକାନ୍ତି। ସକାଳ ଧୂପ ନୀତି ସରିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀ ହନୁମାନଙ୍କୁ ରତ୍ନସିଂହାସନକୁ ଅଣାଯାଇ ପୂଜାପଣ୍ଡା ସେବାୟତଙ୍କ ଦ୍ୱାରା ଆଜ୍ଞାମାଳ ପ୍ରଦାନ କରାଯିବ। ପରେ ବିମାନରେ ଶ୍ରୀ…

ଆଜି ପବିତ୍ର ପଣା ସଂକ୍ରାନ୍ତି, ଓଡ଼ିଆ ପରମ୍ପରାରେ ଆଜିଠାରୁ ନୂଆବର୍ଷ ଆରମ୍ଭ

ଭୁବନେଶ୍ୱର (କେ.ନ୍ୟୁଜ): ଆଜି ପବିତ୍ର ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ପରମ୍ପରାରେ ଆଜିଠାରୁ ଆରମ୍ଭ ହୋଇଛି ନୂଆବର୍ଷ। ଓଡ଼ିଆ ସଂସ୍କୃତି ଓ କାଳ ଗଣନାରେ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ଶେଷ ହୁଏ । ଜ୍ୟୋତିଷ ଗଣନା ଅନୁସାରେ ଆଜି ମେଷ ସଂକ୍ରାନ୍ତି । ଓଡ଼ିଶାରେ…

ଆଜି ଓଡ଼ିଆ ନବବର୍ଷ ତଥା ପଣା ସଂକ୍ରାନ୍ତି, ଜାଣନ୍ତୁ ଆଜିର ଦିନରେ ମହତ୍ୱ ଏବଂ ବିଶେଷତ୍ୱ

ଆମେ ଓଡ଼ିଆ ଭାରି ବଢିଆ। ଏଠି ପାଳନ କରାଯାଏ ବାର ଓଷା ତେର ପର୍ବ। ହିନ୍ଦୁ ଧର୍ମାବଲମ୍ବୀମାନେ ପର୍ବ ପର୍ବାଣୀକୁ ବହୁତ ଖାସ ଢଙ୍ଗରେ ପାଳନ କରନ୍ତି। ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି। ଆଜିର ଦିନକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଏ। କେହି କେହି ଏହାକୁ ଜଳ ସଂକ୍ରାନ୍ତି ଏବଂ ଠେକି ବସା…