Browsing Tag

mahanadi hearing

ଆଜି ମହାନଦୀ ଜଳ ବିବାଦ ମାମଲାର ଶୁଣାଣି

ନୂଆଦିଲ୍ଲୀ : ଓଡିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ଆଜି ମାମଲାର ଶୁଣାଣି କରିବେ। ଶୁଣାଣିରେ ଉଭୟ ଓଡିଶା ଓ ଛତିଶଗଡ ପକ୍ଷରୁ ଟ୍ରିବ୍ୟୁନାଲଙ୍କୁ ଅନ୍ତରୀଣ ବ୍ୟବସ୍ଥା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଆପୋଷ ଆଲୋଚନାର ସ୍ଥିତି ସଂପର୍କରେ ଅବଗତ କରାଯିବାର…