ଜେଟ ଏୟାରୱେଜ୍ର ଫାଉଣ୍ଡର ନରେଶ ଗୋୟଲଙ୍କ ପତ୍ନୀଙ୍କ ପରଲୋକ, କ୍ୟାନସରରେ ଥିଲେ ପୀଡିତ
ଜେଟ ଏୟାରୱେଜ୍ର ଫାଉଣ୍ଡର ନରେଶ ଗୋଏଲଙ୍କ ପତ୍ନୀ ଅନୀତା ଗୋୟଲଙ୍କ ପରଲୋକ ହୋଇଛି । ମୁମ୍ବାଇର ଏକ ଘରୋଇ ହସପିଟାଲାରେ ଆଜି ସକାଳେ ନିଧନ ହୋଇଥିବା ଖବର ମିଳିଛି । ଦୀର୍ଘଦିନରୁ କ୍ୟାନସରରେ ପୀଡିତ ଥିଲେ ଅନୀତା । ନରେଶ ଗୋୟଲ ନିକଟରେ ପତ୍ନୀଙ୍କ ଅସୁସ୍ଥତା ଯୋଗୁଁ ଜେଲରୁ ଅନ୍ତରୀଣ ଜାମିନ ମିଳିଥିଲା । ଗୋୟଲ ଏହି ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଜାମିନ ଆବେଦନ କରିଥିଲେ । ସେ କହିଥିଲେ ଯେ ସେ ଏବଂ ତାଙ୍କ ପତ୍ନୀ, ଉଭୟ…
Read More...