Below header
Browsing Tag

mahendra singh dhoni

୧୩ ବର୍ଷ ପୂର୍ବେ ଧୋନୀ ରଚିଥିଲେ ଏହି ଇତିହାସ, ଆଜି ଯାଏଁ କେହି ଭାଙ୍ଗି ପାରି ନାହାନ୍ତି ରେକର୍ଡ

୧୩ ବର୍ଷ ପୂର୍ବେ ଆଜିର ଦିନରେ ଶ୍ରୀଲଙ୍କାକୁ ଧୂଳି ଚଟାଇଥିଲେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀ । ୩୧ ଅକ୍ଟୋବର ୨୦୦୫ରେ ଇତିହାସ ରଚିଥିଲେ ମାହି । ଜୟପୁରର ସଓ୍ୱାଇ ମାନସିଂହ ଷ୍ଟାଡିୟମରେ ଖେଳା ଯାଇଥିବା ଦିନିକିଆ ଆନ୍ତର୍ଜାତିକରେ ଶ୍ରୀଲଙ୍କା ବିରୋଧରେ ମାତ୍ର ୧୪୫…

କମିନି କ୍ରେଜ୍ : ମାହି ଏବେ ବି ଫ୍ୟାନ୍‌ଙ୍କ ପ୍ରଥମ ପସନ୍ଦ

ଅଧିନାୟକ ପଦ ସିନା ଛାଡ଼ିଛନ୍ତି ହେଲେ ଏବେବି ଫ୍ୟାନ୍‌ଙ୍କ ମଧ୍ୟରେ ରହିଛି ମାହିଙ୍କ କ୍ରେଜ୍‌ । ଧୋନି ବର୍ତ୍ତମାନ ବି ଫ୍ୟାନ୍‌ଙ୍କ ପ୍ରଥମ ପସନ୍ଦର ଖେଳାଳି । କରାଯାଇଥିବା ଏକ ସର୍ଭେରେ ଧୋନି ବର୍ତ୍ତମାନର ଅଧିନାୟକ ବିରାଟ କୋହଲି ଓ ରେକର୍ଡ଼ ବ୍ରେକର ସଚିନ ନ୍ଦେୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି…

ଧୋନୀଙ୍କ ୫ ଐତିହାସିକ ନିଷ୍ପତ୍ତି : ଯାହା ଆଶ୍ଚର୍ୟ୍ୟ କରିଥିଲା ପୁରା ବିଶ୍ବକୁ

ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସଂହ ଧୋନୀ । କ୍ୟାପଟେନ୍ କୁଲ୍ ଭାବରେ ବେଶ୍ ଲୋକପ୍ରିୟ ଧୋନୀ ନିଜର ନିଷ୍ପତ୍ତିରେ ବିରୋଧୀଙ୍କୁ ଅନେକ ଥର ଆଶ୍ଚର୍ୟ୍ୟ କରିଛନ୍ତି । କ୍ରିକେଟର ମୈଦାନ ହେଉ ବା ମୈଦାନ ବାହାରେ ପ୍ରଶଂସକ ହୁଅନ୍ତୁ ଧୋନୀଙ୍କୁ କେହି ଟକ୍କର ଦେଇପାରିବେନି ।…

ଟିମ୍ ଇଣ୍ଡିଆକୁ ଝଟକା ! ଦିନିକିଆ ମ୍ୟାଚରୁ ଅବସର ନେଇପାରନ୍ତି ମାହି

ନୂଆଦିଲ୍ଳୀ : ଦିନିକିଆ କ୍ରିକେଟରୁ ଅବସର ନେବେ କି ମିଷ୍ଟର କୁଲ୍ ? ଇଂଲଣ୍ଡ ବିପକ୍ଷ ସିରିଜ ପରେ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ନେଇ ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ସୋସିଆଲ୍ ମିଡିଆରେ ଜୋରଦାର ଚାଲିଛି ଚର୍ଚ୍ଚା । ଇଂଲଣ୍ଡ ବିପକ୍ଷ ସିରିଜର ଶେଷ ଦିନିକିଆରେ ହାରିଛି ଭାରତ । ମ୍ୟାଚ୍…

ସାକ୍ଷୀଙ୍କ ଜୀବନ ପ୍ରତି ବିପଦ ! ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ପାଇଁ କଲେ ଆବେଦନ

ନୂଆଦିଲ୍ଲୀ : ଡରୁଛନ୍ତି ସାକ୍ଷୀ ଧୋନୀ । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପତ୍ନୀଙ୍କ ଜୀବନ ପ୍ରତି ରହିଛି ବିପଦ । ତେଣୁ ବନ୍ଧୁକ ରଖିବା ପାଇଁ ଲାଇସେନ୍ସ ପାଇଁ କରିଛନ୍ତି ଆବେଦନ । ସାକ୍ଷୀଙ୍କ କହିବା ଅନୁଯାୟୀ ଅଧିକାଂଶ ସମୟ ସେ ଘରେ ଏକୁଟିଆ ରହୁଛନ୍ତି ।…