Below header
Browsing Tag

maheswar mohanty

ମହେଶ୍ୱରଙ୍କୁ ଝୁରୁଛି ପୋଷା କୁକୁର, ଧର୍ଯ୍ୟହରା ହୋଇପଡୁଛନ୍ତି ତାଙ୍କ ସମର୍ଥକ

ପୁରୀ (କେନ୍ୟୁଜ୍): ଭାଙ୍ଗିଗଲା ମୋ ସାହାରା । ଏକା କରି ଦେଇ ଚାଲିଗଲେ ସେହି ଜଗନ୍ନାଥଙ୍କ ପାଖକୁ । ସମସ୍ତଙ୍କ କଥା ବୁଝୁଥିଲେ । ଦେଖିଦେଲେ ଦେହ ମୁଣ୍ଡ ଭଲ ମନ୍ଦ କଥା ପଚାରୁଥିଲେ । ହେଲେ ସବୁ ଛାଡି ଚାଲିଗଲେ ଆରପାରିକୁ । ମହେଶ୍ୱର ମହାନ୍ତିଙ୍କ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାନ୍ତି…

ଆରପାରିରେ ମହେଶ୍ବର ମହାନ୍ତି, ଶୋକ ପ୍ରକାଶ କଲେ ବହୁ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ୱର (କେନ୍ୟୁଜ): ୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ ହୋଇଛି। ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବହୁ ବିଶିଷ୍ଟ ରାଜନେତା। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ। ମହେଶ୍ବର…

ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର, ନିରୀକ୍ଷଣ କରୁଛନ୍ତି ମେଡିକାଲ ଟିମ

କେନ୍ୟୁଜ୍(ବ୍ୟୁରୋ): ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର । ସେ ଏବେ ଭୁବନେଶ୍ବର ଏକ ଘରୋଇ ହସପିଟାଲ ଆଇସିୟୁରେ ଅଛନ୍ତି । ମେଡିକାଲ ଟିମ ତାଙ୍କ ସ୍ବାସ୍ଥ୍ୟାବସ୍ଥାର ନିରୀକ୍ଷଣ କରୁଛନ୍ତି । ବେଙ୍ଗାଳୁରରୁ ଡାକ୍ତର ଆସି ତାଙ୍କୁ…