Browsing Tag

maheswori pitha

ମାହେଶ୍ୱରୀ ପୀଠରେ ମହାଖଲା ପୂଜା ଅନୁଷ୍ଠିତ, ସ୍ୱତନ୍ତ୍ର ପରମ୍ପରାରେ ପୂଜା ପାଉଛନ୍ତି ପଞ୍ଚଦେବୀ

ସୁବର୍ଣ୍ଣପୁର: ଚାଲିଛି ପାର୍ବଣ ଋତୁ । ଏ ସମୟରେ ବିଭିନ୍ନ ଶକ୍ତିପୀଠରେ ମାଆଙ୍କ ପୂଜାର୍ଚ୍ଚନା ହୋଇଥାଏ । କୁମାର ପୂର୍ଣ୍ଣିମା ତଥା ଆଶ୍ୱିନ ପୂର୍ଣ୍ଣିମାରେ ସୁବର୍ଣ୍ଣପୁର ଜିଲ୍ଲା କାନପୁର ଗାଁରେ ଥିବା ମାହେଶ୍ୱରୀ ପୀଠରେ ଅନୁଷ୍ଠିତ ହୋଇଥାଏ ମହାଖଲା ପୂଜା । ମାଆ ପରମେଶ୍ୱରୀଙ୍କ ପୀଠରେ…