ସାଧୁ ସନ୍ଥଙ୍କ ସମାଗମରେ ସାଧୁ ଚୈତନ୍ୟ ଦାସଙ୍କ ଚାଲିଛି ତ୍ୟାଗ ଭିକ୍ଷା ଗ୍ରହଣ ଉତ୍ସବ
ମହିମା ଧର୍ମାବଲମ୍ବିଙ୍କ ନିଆରା ବିଶ୍ୱାସ । ଆଉ ସବୁ ପରମ୍ପରାଠାରୁ ଟିକିଏ ଭିନ୍ନ ଏହି ଧର୍ମ । ଜୀଵନଶୈଳୀ ଅତି ଦୁଃଖ ଦାୟକ । ସାଧୁ ସନ୍ଥଙ୍କ ସମାଗମରେ ସାଧୁ ଚୈତନ୍ୟ ଦାସଙ୍କ ଚାଲିଛି ତ୍ୟାଗ ଭିକ୍ଷା ଗ୍ରହଣ ଉତ୍ସବ । ଏହି ଉତ୍ସବରେ ଯୋଗ ଦେଇଛନ୍ତି ବହୁ ସାଧୁ ସନ୍ୟାସୀ । ତ୍ୟାଗ ଭିକ୍ଷା ନେବା…