Mahindra Bolero Neoର ଦମଦାର ଏଣ୍ଟ୍ରି, ଶସ୍ତାଦାମ ସହ ରହିଛି ଶାନଦାର ଫିଚର୍ସ
ଦେଶର ପ୍ରମୁଖ ବାହନ କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ନିଜର ବେଷ୍ଟ ଏସୟୁଭି Mahindra Bolero Neo ଲଞ୍ଚ କରିଛି । ଆକର୍ଷକ ଲୁକରେ ଦମଦାର ଇଞ୍ଜିନ କ୍ଷମତା ସହିତ ବଜାରକୁ ପ୍ରବେଶ କରିଛି Mahindra Bolero Neo । ଏହାର ଦାମ ୮.୪୮ ଲକ୍ଷ ରହିଛି । କମ୍ପାନୀ ଏହି ଗାଡ଼ିରେ ୯ଟି ସିଟ ରଖିଛି…