Below header
Browsing Tag

mahoutsav mandei

ଉଦଘାଟିତ ହେଲା ନବରଙ୍ଗପୁରର ଲୋକ ମହୋତ୍ସବ ‘ମଣ୍ଡେଇ’, ସାମିଲ ହେଲେ ୪୦ରୁ ଅଧିକ ସାଂସ୍କୃତିକ ଦଳ

ନବରଙ୍ଗପୁର(କେନ୍ୟୁଜ୍) : ଉଦଘାଟିତ ହେଲା ନବରଙ୍ଗପୁରର ଲୋକ ମହୋତ୍ସବ ମଣ୍ଡେଇ । ନବରଙ୍ଗପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଣ୍ଡାର ଘରଣୀଙ୍କ ଆଜ୍ଞାମାଳ ଆସିବା ପରେ ପୀଠରୁ ବିରାଟ ଶୋଭାଯାତ୍ରା ବାହାରି ମଣ୍ଡେଇ ପଡ଼ିଆରେ ପହଞ୍ଚିଥିଲା । ଏଥିରେ ୪୦ରୁ ଅଧିକ ସାଂସ୍କୃତିକ ଦଳ ସାମିଲ ହୋଇଥିଲେ…